ତାଜା ଖବର ରାଜ୍ୟ ଜମ୍ମୁ-କାଶ୍ମୀରରେ ଓଡ଼ିଆ ଯବାନ ଶହୀଦ November 8, 2024 Papirani ଜମ୍ମୁ କାଶ୍ମୀରରେ ଜଣେ ଓଡିଆ ଯବାନଙ୍କ ମୃତ୍ୟୁ ଘଟିଛି। ଶହୀଦ ଯବାନ ହେଲେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଜାମଖୁଣ୍ଟା ପଞ୍ଚାୟତ ଜାମପଡ଼ା ଗାଁ’ର କାଶୀ ବଛାଙ୍କ କନିଷ୍ଠ ପୁତ୍ର ଚକ୍ରଧର ବଛା । ଦୀର୍ଘ ସେ ଜମ୍ମୁ କାଶ୍ମୀର ବୋର୍ଡରରେ…