ତାଜା ଖବର ରାଜ୍ୟ Impact of Cyclone Arnab: ବାତ୍ୟା ‘ଅର୍ଣ୍ଣବ’ ପାଇଁ ଘୁଞ୍ଚିଲା OCS ମୁଖ୍ୟ ପରୀକ୍ଷା, ନୂଆ ସୂଚୀ ଜାରି କଲା OPSC October 27, 2026 Nirvay ବାତ୍ୟା ‘ଅର୍ଣ୍ଣବ’ର ସମ୍ଭାବ୍ୟ ପ୍ରଭାବକୁ ନଜରରେ ରଖି OCS ମୁଖ୍ୟ ଲିଖିତ ପରୀକ୍ଷାର ତାରିଖ ପରିବର୍ତ୍ତନ କରିଛି ଓଡ଼ିଶା ଲୋକସେବା ଆୟୋଗ (OPSC)। ଆୟୋଗ ପକ୍ଷରୁ ଜାରି ନୂଆ କାର୍ଯ୍ୟସୂଚୀ ଅନୁସାରେ, ଅକ୍ଟୋବର ୨୯ ଓ ୩୦ ତାରିଖରେ ହେବାକୁ ଥିବା…