Tag: Nirmala Sitaraman

Union Budget 2026 Highlights: ୨୦୨୬-୨୭ ବଜେଟ ସାରାଂଶ

ମାନ୍ୟବର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ସଂସଦରେ ୮୮ତମ କେନ୍ଦ୍ର ବଜେଟ୍ ୨୦୨୬-୨୭ ଉପସ୍ଥାପନ କରିଛନ୍ତି। ଏହା ହେଉଛି ୭୪ତମ ବାର୍ଷିକ ବଜେଟ୍ ଏବଂ ତାଙ୍କର କ୍ରମାଗତ ୯ମ ବଜେଟ୍, ଯାହା ଏକ ରେକର୍ଡ । ବିକଶିତ ଭାରତ ଯୁବ ନେତୃତ୍ବ…

Union Budget 2026: କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ; ଓଡ଼ିଶାରେ ହେବ ଖଣିଜ କରିଡର

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୯ମ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରୁଛନ୍ତି । ଏହି ବଜେଟରେ କରଦାତାମାନେ ଆଶ୍ୱସ୍ତି ପାଇବାକୁ ଆଶା କରୁଥିବା ବେଳେ, ମଧ୍ୟବିତ୍ତ ବର୍ଗଠାରୁ ଗ୍ରାମୀଣ ଚାଷୀ ପର୍ଯ୍ୟନ୍ତ ସମସ୍ତେ ମଧ୍ୟ ସରକାରଙ୍କ ଉପରେ ନଜର ରଖିଛନ୍ତି। କର୍ତ୍ତବ୍ୟ…

Union Budget 2026: ସଂସଦରେ ଆଗତ ହେଲା ବଜେଟ୍‌ ୨୦୨୬-୨୭

ସଂସଦରେ ବଜେଟ୍‌ ୨୦୨୬-୨୭ ଆଗତ । ବଜେଟ୍‌ ଆଗତ କଲେ ଅର୍ଥମନ୍ତ୍ରୀ ସୀତାରମଣ । ଲଗାତାର ୯ମ ଥର ପାଇଁ ବଜେଟ୍‌ ଆଗତ କଲେ । ବିଗତ ୧୧ ବର୍ଷର ଆର୍ଥିକ ଅଭିବୃଦ୍ଧି ନେଇ ତଥ୍ୟ ରଖିଲେ । ସେ କହିଛନ୍ତି…

ବଜେଟ୍ ୨୦୨୫-୨୬: ଜାଣନ୍ତୁ କେଉଁ ସବୁ ସୁବିଧା ପାଇବେ ଦେଶବାସୀ

• ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହାରାହାରି ମାସିକ ଆୟ ଉପରେ କୌଣସି ଆୟକର ନାହିଁ; ମଧ୍ୟମ ବର୍ଗର ଘରୋଇ ସଞ୍ଚୟ ଏବଂ ଉପଭୋଗକୁ ପ୍ରୋତ୍ସାହନ ମିଳିବ • ନୂତନ ଟିକସ ବ୍ୟବସ୍ଥାରେ ବେତନଭୋଗୀ ବର୍ଗ ବାର୍ଷିକ ୨୨.୭୫ ଲକ୍ଷ ଟଙ୍କା…

୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍‌:  MSME ବିକାଶ ଉପରେ ଗୁରୁତ୍ବ 

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦେଶର ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍‌ ଉପସ୍ଥାପନ କରୁଛନ୍ତି। ଲଗାତାର ଅଷ୍ଟମ ଥର ପାଇଁ ଉପସ୍ଥାପନ କରୁଛନ୍ତି ସୀତାରମଣ । ଏହି ସମୟରେ ବଜେଟରେ ଏମଏସଏମଇ ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି । ଏମଏସଏମଇ…

ସଂସଦରେ ବଜେଟ୍‌ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଦେଶର ଆଗାମୀ ବଜେଟ୍ ଉପସ୍ଥାପନ କରୁଛନ୍ତି। ଲଗାତାର ଅଷ୍ଟମ ଥର ପାଇଁ ଉପସ୍ଥାପନ କରୁଛନ୍ତି ସୀତାରମଣ । ସେ କହିଛନ୍ତି ଅର୍ଥନୀତିରେ ସମୃଦ୍ଧି ସାରା ବିଶ୍ବକୁ ଚକିତ କରିଛି । ଗତ ୧୦ ବର୍ଷରେ…

ପ୍ରାକ-ବଜେଟ ପରାମର୍ଶ ବୈଠକରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ରାଜସ୍ଥାନର ଜୈସଲମେର ଠାରେ ଅନୁଷ୍ଠିତ ପ୍ରାକ-ବଜେଟ୍ ପରାମର୍ଶ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ବୈଠକରେ ଉପସ୍ଥାପନ କରିଛନ୍ତି ଏବଂ ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଉପସ୍ଥାପିତ ସମସ୍ତ…

ନୂଆ ଟିକସ ବ୍ୟବସ୍ଥା ଅଧିକ ଆକର୍ଷଣୀୟ

କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ନୂଆ ଟିକସ ବ୍ୟବସ୍ଥାକୁ ଚୟନ କରୁଥିବା ବେତନଭୋଗୀ ବ୍ୟକ୍ତି ଏବଂ ପେନସନଭୋଗୀମାନଙ୍କୁ ଟିକସ ରିହାତି…

ଆଜି ଆସିବ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍‌ 

ଆଜି ୧୧ଟାରେ ଆସିବ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍‌ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ ଉପସ୍ଥାପନ କରିବେ । ଏହା ହେବ ନରେନ୍ଦ୍ର ମୋଦୀ ସରକାରଙ୍କ ତୃତୀୟ…

ଲୋକସଭାରେ ଉପସ୍ଥାପିତ ହେଲା ୨୦୨୩-୨୪ ଅର୍ଥନୈତିକ ସର୍ଭେ ରିପୋର୍ଟ

ଆସନ୍ତାକାଲି ଦେଶର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଆଗତ କରିବେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ । ତା’ପୂର୍ବରୁ ଆଜି ଲୋକସଭାରେ ୨୦୨୩-୨୪ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ସଂସଦରେ ଉପସ୍ଥାପିତ ହୋଇଛି । ରିପୋର୍ଟ ଅନୁସାରେ ଭାରତରେ…