ତାଜା ଖବର ରାଜ୍ୟ Navin Das Counters Khushboo Yadav’s Defamation Notice: ଖୁସବୁ ଯାଦବଙ୍କ ମାନହାନି ନୋଟିସର କଡ଼ା ଜବାବ; ୭ ଦିନ ମଧ୍ୟରେ କ୍ଷମାପ୍ରାର୍ଥନା ଦାବି କଲେ ‘ନିର୍ଭୟ’ ସମ୍ପାଦକ ନବୀନ ଦାସ September 9, 2026 Papirani ‘ସତ୍ୟର ସ୍ୱର ନିର୍ଭୟ’ ଦୈନିକ ସମ୍ବାଦପତ୍ରର ସମ୍ପାଦକ ନବୀନ ଦାସ, ଖୁସବୁ ଯାଦବଙ୍କ ପକ୍ଷରୁ ପଠାଯାଇଥିବା ମାନହାନି ନୋଟିସର ଏକ କଡ଼ା ଆଇନଗତ ଜବାବ ଦେଇଛନ୍ତି। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ସୀତାଂଶୁ ମୋହନ ଦ୍ୱିବେଦୀଙ୍କ ଜରିଆରେ ଆଜି (ସେପ୍ଟେମ୍ବର ୯)ରେ…