Tag: New Draft Guidelines

Strict Action on Open Drain Fatalities: ମୁକୁଳା ଡ୍ରେନରେ ମୃତ୍ୟୁ ହେଲେ ଯନ୍ତ୍ରୀ ଓ ଠିକାଦାରଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ରାଜ୍ୟରେ ମୁକୁଳା ଡ୍ରେନ୍‌ ଏବଂ ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ଯୋଗୁଁ ହେଉଥିବା ଦୁର୍ଘଟଣା ଏବଂ ଧନଜୀବନ ହାନିକୁ ରୋକିବା ପାଇଁ ପରିବହନ ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନୂଆ ଆଇନର ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ନୂଆ ନିୟମ…