Tag: NDA candidate

ଉପରାଷ୍ଟ୍ରପତି ନିର୍ବାଚନ ଘଟଣା; ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ଆଦୌ ସମର୍ଥନ ଦେବୁନି: ମହେଶ ସାହୁ

ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ନାହିଁ ବିଜେଡି । ଏ ନେଇ ବୟାନ ଦେଇଛନ୍ତି ବିଜେଡ଼ିର ବରିଷ୍ଠ ନେତା ମହେଶ ସାହୁ । ସେ କହିଛନ୍ତି ଉପରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ ଦିଆଯିବ ସୁପ୍ରିମୋ ନିଷ୍ପତ୍ତି ନେବେ।…