Tag: Naveen Pattnaik

ବିଜେପି ମିଛ କହି କ୍ଷମତାକୁ ଆସିଥିବା ନବୀନଙ୍କ ମନ୍ତବ୍ୟ; କାଉଣ୍ଟର କଲେ ଧର୍ମେନ୍ଦ୍ର

ବିଜେପି ମିଛ କହି କ୍ଷମତାକୁ ଆସିଥିବା ନବୀନଙ୍କ ମନ୍ତବ୍ୟକୁ ନେଇ ଆଜି ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଗଂଜାମ ଜିଲ୍ଲା ଭଞ୍ଜନଗରସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର, ଡିହପଢାଳର ୩୫ତମ ବାର୍ଷିକ ଉତ୍ସବ ସମାରୋହରେ ମୁଖ୍ୟଅତିଥି ଭାବେ କେନ୍ଦ୍ରମନ୍ତ୍ରୀ…

ବଡ଼ଦିନ ଉତ୍ସବରେ ସାମିଲ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବଡ଼ଦିନ ଉତ୍ସବରେ ସାମିଲ ହେଲେ ବିରୋଧି ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ବରର ସତ୍ୟନଗର ଓ ସଚିବାଳୟ ମାର୍ଗରେ ଥିବା ଚର୍ଚ୍ଚର ବଡ଼ଦିନ ଉତ୍ସବରେ ସାମିଲ ହୋଇ କେକ୍ କାଟି ଖ୍ରୀଷ୍ଟିଆନ ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଇଲେ…

୨୪ ବିଦାୟ ଅବଗଣନା ଆରମ୍ଭ; ସୁଇସାଇଡ ଗୋଲରେ ଭାଙ୍ଗିଗଲା ନବୀନ ସ୍ବପ୍ନ

ବର୍ଷ ୨୦୨୪କୁ ସବୁଦିନ ଲୋକେ ମନେରଖିବେ ଅସମ୍ଭବ ପରି ଲାଗୁଥିବା କ‌ଥା ସମ୍ଭବ ହୋଇଗଲା। ଖୁବ କମ ଲୋକ ଅନୁମାନ କରିଥିଲେ ଯେ, ବିଜୁ ଜନତା ଦଳ କ୍ଷମତା ହରାଇବ । ଭାରତୀୟ ଜନତାପାର୍ଟି କ୍ଷମତାକୁ ଫେରିବ । ମୋହନଚରଣ ମାଝୀ…

ଆଳୁ ଦାନବ ବନାମ ଏଣ୍ଡୁଅ

ନିର୍ବାଚନରେ ବିକାଶ ପୁରୁଷ ଓ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ହାରିଗଲେ । ଲୋକପ୍ରିୟତାକୁ ଫିତାରେ ମାପୁମାପୁ ଗଣ୍ଠି ପଡ଼ିଗଲା କି କ’ଣ ଶଙ୍ଖ ଚାରିଫାଳ ହୋଇଗଲା । ପପୁ ବାବୁ ଭାବିନଥିଲେ ହାରିଯିବେ ବୋଲି। ରେକର୍ଡ ନିଶାରେ ତଳେ କ’ଣ ସବୁ ଘଟିଲାଣି…

ମହିଳାଙ୍କ ଦରମା ରୋକିବାକୁ ଷଡ଼ଯନ୍ତ୍ର କରୁଛି ବିଜେପି: ନବୀନ

ରାଜଧାନୀର ରାଜରାସ୍ତାରେ ୯ ମାସର ବକେୟା ଦରମା ପ୍ରଦାନ ସହ ୧୦ ଦଫା ଦାବିରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମିଶନଶକ୍ତି ବିଭାଗ ଅଧିନରେ କାର୍ଯ୍ୟରତ ୬ଟି କମ୍ୟୁନିଟି ସପୋର୍ଟ ଷ୍ଟାଫ୍‌ ସଂଘ। ମିଶନଶକ୍ତି ବିଭାଗ ଅଧିନରେ କାର୍ଯ୍ୟରତ ୬ଟି…

ନବୀନଙ୍କ ନିରାଶା; ରାହୁଲ ହିଁ ଭରସା

ବହୁଦିନ ପରେ ଶଙ୍ଖୁଆମାନେ ଆନନ୍ଦିତ ହେଲେ। ପାଖାପାଖି ୬ ମାସ ପରେ ସେମାନଙ୍କ ମୁହଁରେ ହସ ଫୁଟିଲା । ହସ ଫୁଟିବାର କାରଣ ହେଲା ଝାଡ଼ଖଣ୍ଡ ନିର୍ବାଚନରେ ଜିଣି ପାରିଲାନି ପଦ୍ମ । ବିଷାଦ ଯୋଗରେ ପଡିଥିବା ପପୁ ମହାରାଜାଙ୍କ ପାଇଁ…

ଡବଲ ଇଞ୍ଜିନ ସରକାର ପରେ ବି ସିବିଆଇ ଟ୍ରେନ ଚାଲୁନି କାହିଁକି ?

ବେଦାନ୍ତ ପାଇଁ ଅଧିଗୃହୀତ ବେଆଇନ ଜମି ଫେରିଯିବ ମୂଳ ମାଲିକମାନଙ୍କ ପାଖକୁ । ଏମାନଙ୍କ ଭିତରେ ଅଛନ୍ତି ମହାପ୍ରଭୁ ଜଗନ୍ନାଥ, ରାଜ୍ୟ ସରକାର ଏବଂ ଜମି ମାଲିକ। ସରକାରଙ୍କ ଏହି ନିଷ୍ପତିକୁ ଚାରିଆଡୁ ସ୍ଵାଗତ କରାଯାଉଛି। ଯେଉଁ ପାପ ନବୀନ ସରକାର…

ନବୀନଙ୍କ ପାଇଁ ନିର୍ବାଚନ ହାରିଲା ବିଜେଡି: ସୁଶାନ୍ତ ବେହେରା

୨୦୨୪ ନିର୍ବାଚନରେ ବିଜେଡିର ପରାଜୟକୁ ପାଞ୍ଚ ମାସ ବିତି ଯାଇଥିଲେ ମଧ୍ୟ ଦଳ ନିଜର ପରାଜୟକୁ ନେଇ କାରଣ ଖୋଜିବାରେ ଲାଗିଛି । ନିର୍ବାଚନ ପରେ ଶାସନଭାର ହାତରୁ ଗଲାପରେ ବିଜେଡିରେ ଦେଖା ଦେଇଛି ଦଳକନ୍ଦଳ। ନିର୍ବାଚନ ହାରିବାର ଦୋଷ ପରସ୍ପର…

ନବୀନଙ୍କୁ ବିଜୁ -ଗୀତାଙ୍କଠାରୁ ପସନ୍ଦ ପାଣ୍ଡିଆନ

୨୪ବର୍ଷ ମୁଖ୍ୟମନ୍ତ୍ରୀ ରହିଥ‌ିବା ନବୀନ ପଟ୍ଟନାୟକ ଦେଖନ୍ତି ନିର୍ଭୟ ଗୁମର କଥା । ଏବେର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁମର କଥା ଦେଖୁଥିବା ସ୍ୱୀକାର କରିସାରିଛନ୍ତି । ତେବେ ବର୍ତ୍ତମାନର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ପ୍ରଥମ ଥର…

ନବୀନଙ୍କ ସୁରକ୍ଷା ବ୍ୟବସ୍ଥା ହ୍ରାସ ପ୍ରସଙ୍ଗ; କମିଟି ନିଷ୍ପତ୍ତି ଅନୁସାରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥାଏ: ୱାଇ ବି ଖୁରାନିଆ

ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ପଦ ଯିବା ପରେ ବଦଳି ଯାଇଛି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା । ପୂର୍ବରୁ Z ସୁରକ୍ଷା ଦିଆଯାଉଥିବା ବେଳେ ବର୍ତ୍ତମାନ ସୁରକ୍ଷା ବ୍ୟବସ୍ଥାକୁ ହ୍ରାସ କରି Y ଶ୍ରେଣୀ କରିଛନ୍ତି ରାଜ୍ୟ ସରକାର । ଏହା ସହିତ ଅନ୍ୟ…