Tag: Naveen government

ନବୀନ ସରକାରରେ ପୁଲିସ ୟୁନିଫର୍ମ ରଙ୍ଗ କ’ଣ ଥିଲା ?

ଜୟନାରାୟଣ ମିଶ୍ର ବନାମ ଅନିତା ପ୍ରଧାନ ମାମଲାରେ ଏକ ବଡ କଥା କହିଚନ୍ତି ସୁପ୍ରିମକୋର୍ଟ। ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସମ୍ବଲପୁର ବିଧାୟକ ଯାଇଥିଲେ ସୁପ୍ରିମକୋର୍ଟ। ଆଗୁଆ ଜାମିନ ଆବେଦନ କରିଥିଲେ । ଏହାକୁ ସୁପ୍ରିମକୋର୍ଟ ଖାରଜ କରିଦେଲେ। ଟିପ୍ପଣୀରେ କିନ୍ତୁ…