Tag: munna khan

ସଂଖ୍ୟାଲଘୁ ସଂପ୍ରଦାୟ କମିଟିରୁ ଇସ୍ତଫା ଦେଲେ ମୁନା ଖାନ୍

ପୁଣି ଚର୍ଚ୍ଚାରେ ବିଜୁ ଜନତା ଦଳ । ସଂଖ୍ୟାଲଘୁ ସଂପ୍ରଦାୟ କମିଟିରୁ ମୁନା ଖାନ୍ ଇସ୍ତଫା ଦେଇଥିବା ଚର୍ଚ୍ଚା । ବିଜେଡ଼ି ସଂଖ୍ୟା ଲଘୁ ସାଉଥ୍ ଜୋନର ସଂଯୋଜକ ପଦରୁ ଇସ୍ତଫା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ସେ ନବୀନ…

‘ପାଣ୍ଡିଆନ ଗୋ ବ୍ୟାକ’ ନାରା ରେ ଥରିଲା ନବୀନ ନିବାସ

ପ୍ରଥମ ଥର ପାଇଁ ପାଣ୍ଡିଆନ୍‌ ଗୋବ୍ୟାକ୍‌ ନାରାରେ ଗର୍ଜିଲା ନବୀନ ନିବାସ। ନବୀନ ନିବାସରେ ପହଞ୍ଚି ପାଣ୍ଡିଆନଙ୍କୁ ତଡ଼, ବିଜେଡି ବଞ୍ଚାଅ କହି ଗର୍ଜିଛନ୍ତି ମୁନା ଖାନ୍‌ଙ୍କ ମୁସଲିମ ସମର୍ଥକମାନେ । ତୁରନ୍ତ ସସ୍ମିତ ପାତ୍ରଙ୍କୁ ବିଜେଡିରୁ ନିଲମ୍ବନ ପାଇଁ ଦାବି…

ୱାକଫ୍ ବିଲ୍ କୁ ବିଜେଡି ସାଂସଦ ମୁନା ଖାନ୍‌ଙ୍କ ବିରୋଧ

ରାଜ୍ୟସଭାରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜୁଜି ବିବାଦୀୟ ୱାକଫ ସଂଶୋଧିତ ବିଲ୍ ୨୦୨୫ କୁ ଉପସ୍ଥାପନ କରିଛନ୍ତି । ରାଜ୍ୟସଭାରେ ୱାକଫ୍ ବିଲ୍ ଆଲୋଚନା ବେଳେ ବିଜେଡିର ବିରୋଧ କରିଛି । ଗୃହରେ…

ବିଜେଡି ସରକାର ପୁନର୍ଗଠନ କୁ ନେଇ ମୁନ୍ନା ଖାଁ ଙ୍କ ପରେ ଅତନୁ ସବ୍ୟସାଚୀ ଙ୍କ ନୂଆ ବୟାନ

ବିଜୁ ଜନତା ଦଳ (ବିଜେଡ଼ି) ର ରାଜ୍ଯସଭା ସଦସ୍ଯ ତଥା ମୁନ୍ନା ଖାଁ ଦାବି କରିଥିଲେ ଯେ କ୍ଷମତାକୁ ଫେରିବା ପାଇଁ ବିଜେଡ଼ିକୁ ପାଞ୍ଚ ବର୍ଷ ଅପେକ୍ଷା କରିବାକୁ ପଡିବ ନାହିଁ ବର୍ତମାନ ଅନ୍ଯ ଜଣେ ବରିଷ୍ଠ ନେତା ଅତନୁ ସବ୍ଯସାଚୀ…

ମୁନ୍ନା ଖାଁ ଙ୍କ ବଡ଼ ବୟାନ “ବିଜେଡି ଲିଙ୍କ ରେ ୧୪ ବିଜେପି ବିଧାୟକ ”

ରାଜ୍ଯସଭା ସାଂସଦ ମୁନ୍ନା ଖାଁ ନବୀନଙ୍କ ନେତୃତ୍ୱାଧୀନ ବିଜେଡ଼ି ସରକାର ପୁଣି ଥରେ କ୍ଷମତାକୁ ଫେରିବ ବୋଲି ଦୃଢୋକ୍ତି ଦେଇଛନ୍ତି| ବରିଷ୍ଠ ବିଜେଡ଼ି ନେତା ମୁନା ଖାଁ ବିଜେପି ଦଳ ଉପରେ ଆକ୍ଷେପ କରି କହିଛନ୍ତି ଯେ ଏହା ଭାଙ୍ଗିବା ପାଇଁ…