ତାଜା ଖବର ରାଜ୍ୟ Municipal Elections: ୩୫ ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ July 17, 2026 Papirani ୩୫ ପୌରାଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ଖସଡ଼ା ତାଲିକା ପ୍ରକାଶ ପାଇଛି। ସଂରକ୍ଷଣ ସମ୍ପର୍କିତ ଖସଡ଼ା ବିଜ୍ଞପ୍ତି ପ୍ରକାଶ କଲେ ରାଜ୍ୟ ସରକାର । ଏସ୍ସି, ଏସ୍ଟି, ମହିଳା ଓ ଅଣସଂରକ୍ଷିତ ବର୍ଗ ପାଇଁ ପଦ ସଂରକ୍ଷଣ ପ୍ରସ୍ତାବ ପ୍ରକାଶ ପାଇଛି।…