Tag: morchas

Baijayant Panda To Head OBC Morcha: ବିଜେପିର ୭ ନୂଆ ମୋର୍ଚ୍ଚା ପ୍ରଭାରୀ ଘୋଷଣା: ବୈଜୟନ୍ତ ପଣ୍ଡାଙ୍କୁ ମିଳିଲା ଓବିସି ମୋର୍ଚ୍ଚା ଦାୟିତ୍ୱ

ଭାରତୀୟ ଜନତା ପାର୍ଟି ଆଜି ଦଳର ୭ଟି ନୂଆ ମୋର୍ଚ୍ଚା ପାଇଁ ନୂତନ ପ୍ରଭାରୀମାନଙ୍କ ନାମ ଘୋଷଣା କରିଛି। ଦଳ ପକ୍ଷରୁ ଯୁବ, ମହିଳା, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଓବିସି, କିଷାନ ଏବଂ ସଂଖ୍ୟାଲଘୁ ମୋର୍ଚ୍ଚାର ଦାୟିତ୍ୱ ବରିଷ୍ଠ ନେତାମାନଙ୍କୁ…