Tag: Mohan government

ଟାଟା ପାୱାର ପାଖରେ ବନ୍ଧା ପଡିଛି ମୋହନ ସରକାର: ପଞ୍ଚାନନ କାନୁନଗୋ

ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଓଡ଼ିଶାରେ ବିଦ୍ୟୁତ ବିତରଣ ଦାୟିତ୍ୱ ନେଇଥିବା କମ୍ପାନୀ ଟାଟା ପାୱାର ଏବଂ ରାଜ୍ୟ…

ମୋହନ ସରକାରଙ୍କୁ ପୁରିଲା ୬ ମାସ

ମୋହନ ସରକାରଙ୍କୁ ଗୁରୁବାର ପୁରିଛି ୬ ମାସ। ଗତ ଜୁନ୍ ୧୨ ତାରିଖରେ ଏକ ଭବ୍ୟ ଶପଥ ଗ୍ରହଣ ସମାରୋହରେ ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମୋହନ ଚରଣ ମାଝୀ । ୨୪ ବର୍ଷର ବିଜୁ ଜନତା ଦଳକୁ…

ସରକାର ବଦଳିଲା, ସିନ୍ଦେ ବଦଳୁ ନାହାଁନ୍ତି

ସିଏମ ମୋହନ ଚରଣ କମ ରାଗନ୍ତି । ଲୋକଙ୍କ ସହ ମିଶନ୍ତି । ଅଳପଅଳପ ହସନ୍ତି । ରାଗିଗଲେ କଡା ଦି’ପଦ କଥା ଶୁଣେଇ ଦିଅନ୍ତି । ଲୋକଙ୍କ ସହ ମିଶିବା ଓ କଥା କହିବା ତାଙ୍କର ଏକ ଭଲ ଅଭ୍ୟାସ।…

ନବୀନଙ୍କ ଯୁଗାନ୍ତକାରୀ ନିଷ୍ପତ୍ତି ସମୂହକୁ ଆଗକୁ ନେବା ପରିବର୍ଭେ ନକରାତ୍ମକ ମନ୍ତବ୍ୟରୁ ମୋହନ ସରକାର କ୍ଷାନ୍ତ ରୁହନ୍ତୁ: ବିଜେଡି

ସମବାୟ ସପ୍ତାହ ପାଳନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ଆଜି ଦେଇଥିବା ମନ୍ତବ୍ୟ ଦୁର୍ଭାଗ୍ୟଜନକ ଓ ଗ୍ରହଣୀୟ ନୁହେଁ ବୋଲି ଶଙ୍ଖଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜୁ ଜନତା ଦଳର ମୁଖପାତ୍ର ତୁମ୍ବନାଥ ପଣ୍ଡା। ସରକାରକୁ ଆସିବାର…

ମୋହନ ସରକାର ଚାହାନ୍ତି ନାହିଁ କି ଝୋଟ ବ୍ୟାଗ୍ ଦୁର୍ନୀତିରୁ ପରଦା ହଟୁ ?

ଝୋଟ ବ୍ୟାଗ୍ ଦୁର୍ନୀତି ପ୍ରଘଟ ହେଲେ ମୋହନ ସରକାର ଭାଙ୍ଗିଯିବ କି ? ଯଦି ଏଭଳି ସାମାନ୍ୟତମ ଆଶଙ୍କା ନାହିଁ, ତେବେ ମୋହନ ସରକାରଙ୍କର ଅଫିସରମାନେ ଏ ସଂକ୍ରାନ୍ତ ତଥ୍ୟ ଲୁଚାଉଛନ୍ତି କାହିଁକି ? ଅନ୍ୟ ଅର୍ଥରେ ନବୀନ-ପାଣ୍ଡିଆନ ସରକାରଙ୍କ ଦୁର୍ନୀତିକୁ…