ତାଜା ଖବର ରାଜ୍ୟ ଡିଜିପି ସମ୍ମିଳନୀ ପାଇଁ ବାଧାପ୍ରାପ୍ତ ହେବ ମୋ-ବସ୍ ସେବା; ଜାଣନ୍ତୁ କେଉଁ କେଉଁ ନଂ ବସ ହେବ ପ୍ରଭାବିତ November 29, 2024 Papirani ଆଜିଠାରୁ ତିନି ଦିନ ବ୍ୟାପୀ ଭୁବନେଶ୍ୱରରେ ଆୟୋଜିତ ସର୍ବଭାରତୀୟ ଡିଜିପି ସମ୍ମିଳନୀ ଆରମ୍ଭ ହୋଇ ଯାଇଛି। ଏହାକୁ ନଜରରେ ରଖି ଭୁବନେଶ୍ୱରକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଛି । ଏହା ସହ ତିନି ଦିନ ଧରି ଲୋକସେବା ଭବନରେ ଏହି…