Tag: mkcg

Dr Durga Madhab Satapathy Appointed New DMET: ଦୁର୍ଗା ମାଧବ ଶତପଥୀ ହେଲେ ନୂଆ ଡିଏମଇଟି

ଡକ୍ଟର ଦୁର୍ଗାମାଧବ ଶତପଥୀ ରାଜ୍ୟର ନୂତନ ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ସେ ବ୍ରହ୍ମପୁର ମହାରାଜ କୃଷ୍ଣଚନ୍ଦ୍ର ଗଜପତି (MKCG) ମେଡିକାଲ କଲେଜର ସୁପରିନ୍‌ଟେଣ୍ଡେଣ୍ଟ ଥିଲେ । ପୂର୍ବରୁ ଏହି ପଦବୀରେ ଥିବା ଡକ୍ଟର…

ବ୍ରହ୍ମପୁର MKCGରେ ରାଗିଂ ଘଟଣା; ୨ ହାଉସ୍‌ ସର୍ଜନଙ୍କୁ ୨୫ ହଜାର ଜରିମାନା

ବ୍ରହ୍ମପୁର MKCGରେ ରାଗିଂ ଘଟଣା ୨ ହାଉସ୍‌ ସର୍ଜନଙ୍କୁ ଜରିମାନା । ଜଣେ ଚତୁର୍ଥ ବର୍ଷ ଛାତ୍ରଙ୍କୁ ରାଗିଂ ଅଭିଯୋଗରେ ଜରିମାନା କରାଯାଇଛି । ଜରିମାନା ବାବଦକୁ ୨୫ ହଜାର ଟଙ୍କା ଲେଖାଏ ଦେବାକୁ କୁହାଯାଇଛି। ଛାତ୍ର ଜଣଙ୍କ ଆଣ୍ଟି ରାଗିଂ…

ଏମ୍‌କେସିଜି ମେଡିକାଲରେ ଡିପ୍‌ଥେରିଆ ଆକ୍ରାନ୍ତଙ୍କ ମୃତ୍ୟୁ

ଡିପ୍‌ଥେରିଆ ସଂକ୍ରମଣ ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଦେଇଛି। ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ଚିକିିତ୍ସିତ ହେଉଥିବା ଆଉ ଜଣେ ଡିପ୍‌ଥେରିଆ ରୋଗୀଙ୍କର ମୃତ୍ୟୁ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଏମ୍‌କେସିଜି ମେଡିକାଲ ଅଧୀକ୍ଷକ। ମୃତକ କୋରାପୁଟ ବନ୍ଧୁଗାଁର ୧୦ ବର୍ଷର ନାବାଳକ ବୋଲି…