Tag: Mining Scam

Kendujhar Mining Scam: କେନ୍ଦୁଝରରେ ଖଣି ଦୁର୍ନୀତି ମାମଲା: ରାଜା ଚକ୍ର ଓ ତାଙ୍କ ସହଯୋଗୀଙ୍କ ଘରେ କ୍ରାଇମବ୍ରାଞ୍ଚ EOW ଚଢ଼ାଉ

କେନ୍ଦୁଝର ଟାଉନରେ ଏକ ବଡ଼ଧରଣର ଖଣି ଦୁର୍ନୀତି ମାମଲାରେ ଓଡ଼ିଶା କ୍ରାଇମବ୍ରାଞ୍ଚର ଆର୍ଥିକ ଅପରାଧ ଶାଖା (EOW) ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ତଦନ୍ତକାରୀ ଟିମ୍ କେନ୍ଦୁଝର ସହରର ମୁଖ୍ୟ ବ୍ୟକ୍ତିବିଶେଷ ଯଥା ରାଜା ଚକ୍ର, ସଦାଶିବ ସାମଲ ଏବଂ ଜ୍ୟୋତି…