Tag: Mines

BJD Press Meet on Dhenkanal Mine Incident: ସରକାରୀ ଛତ୍ରଛାୟାରେ ହେଉଛି ଖଣି ଲୁଟ: ବିଜେଡି

ଆଜି ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳରେ ଖଣି ବିସ୍ଫୋରଣ ଘଟଣାକୁ ନେଇ ସରକାରଙ୍କୁ ଟାର୍ଗେଟ କଲା ବିଜେଡି । ଆଜି ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି ଢେଙ୍କାନାଳ ଜିଲ୍ଲାର…

ଖୁବଶୀଘ୍ର ନିଲାମ ହେବ ରାଜ୍ୟର ଆଉ ୨୨ଟି ଖଣି

ଖୁବଶୀଘ୍ର ନିଲାମ ହେବ ରାଜ୍ୟର ଆଉ ୨୨ଟି ଖଣି । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ଖଣି ମନ୍ତ୍ରୀ ବିଭୂତି ଜେନା । ସେ କହିଛନ୍ତି ଖଣି ନିଲାମ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ଖଣି ନିଲାମ…

ଆରୁହା ପାହାଡ଼ ଖଣି ଖାଦାନରେ ଖଣି ବିଭାଗର ରେଡ୍‌

ଯାଜପୁର ଜିଲ୍ଲା ଧର୍ମଶାଳାର ଆରୁହା ପାହାଡ଼ ଖଣି ଖାଦାନରେ ଖଣି ବିଭାଗର ରେଡ୍‌ । ବେଆଇନ ଖଣି ଖନନ ଅଭିଯୋଗରେ ରେଡ୍‌ କରାଯାଇଥିବା ସୂଚନା । ଏହି ଚଢାଉରେ ୭ ଜେସିବି, ୬ କମ୍ପ୍ରେସର, ୨ଟି ହାଇୱା ଜବତ ହୋଇଛି। ଏହା…

ବେଦାନ୍ତ ଖଣି ସମ୍ମୁଖରେ ମୁହାଁମୁହିଁ ହେଲେ ବିକ୍ଷୋଭକାରୀ ଓ ପୋଲିସ

ସୁନ୍ଦରଗଡ଼ ହେମଗିରି ଜାମୁକାନି ବେଦାନ୍ତ କୋଇଲା ଖଣିରେ ଉତ୍ତେଜନା । କୋଇଲା ଖଣି ପ୍ରକଳ୍ପରେ ପୋଲିସ-ଆନ୍ଦୋଳନକାରୀ ମୁହାଁମୁହିଁ । ଆନ୍ଦୋଳନକାରୀଙ୍କୁ ପୋଲିସ ଉଠାଇନେବାକୁ ପ୍ରୟାସ ବେଳେ ଉତ୍ତେଜନା । କ୍ଷତିପୂରଣ ଦାବିରେ ୨୦ ଦିନ ହେଲା ଆନ୍ଦୋଳନରେ କରିଥିଲେ ବିକ୍ଷୋଭକାରୀ। ଆଜି…