ତାଜା ଖବର ରାଜ୍ୟ Specialist Doctors Deployed at Raikia CHC: ରାଇକିଆବାସୀଙ୍କୁ ସ୍ୱାସ୍ଥ୍ୟସେବା: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ମେଡିକାଲ କଲେଜର ଡାକ୍ତରୀ ଦଳ ନିୟୋଜିତ October 30, 2026 Papirani କନ୍ଧମାଳ ଜିଲ୍ଲାର ବନ୍ୟା ପ୍ରଭାବିତ ରାଇକିଆ ଅଞ୍ଚଳରେ ଲୋକମାନଙ୍କୁ ତ୍ୱରିତ ଓ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ପଦକ୍ଷେପ ନିଆଯାଇଛି। ଫୁଲବାଣୀସ୍ଥିତ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ସରକାରୀ ମେଡିକାଲ କଲେଜର କମ୍ୟୁନିଟି ମେଡିସିନ୍ ବିଭାଗ ପକ୍ଷରୁ ଏକ ୪ ଜଣିଆ ଡାକ୍ତରୀ…