Tag: Maoist leaders

Surrender Letter By Maoists: ଆତ୍ମ ସମର୍ପଣ ଲାଗି ରାଜ୍ୟ ସରକାରଙ୍କୁ ଟପ୍ ମାଓନେତାଙ୍କ ଚିଠି

ଆତ୍ମ ସମର୍ପଣ ଲାଗି ରାଜ୍ୟ ସରକାରଙ୍କୁ ଟପ୍ ମାଓନେତାଙ୍କ ଚିଠି । ଓଡିଶା ସରକାର ଓ ଗୃହ ବିଭାଗକୁ ୪ଟି ସର୍ତ ରଖି ଆତ୍ମସମର୍ପଣ କରିବେ ବୋଲି ଚିଠି ଜାରି କଲେ ମାଓ ନେତା ନିଖିଲ ଓ ଇନ୍ଦୁ। ସରକାରଙ୍କ ନୀତି…