ଦେଶ ତେଲେଙ୍ଗାନା ରେ ମାଓ ଅପରେସନ ; ଏନକାଉଣ୍ଟର ରେ ୭ ମାଓବାଦୀ ନିହତ December 1, 2024 Sitaram Senapati ରବିବାର (ଡିସେମ୍ବର ୧) ସକାଳେ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରେ ପୋଲିସ ସହିତ ଏନକାଉଣ୍ଟରରେ ସାତ ଜଣ ମାଓବାଦୀ ନିହତ ହୋଇଥିଲେ।ପୋଲିସ ଇନଫର୍ମର ଭାବେ କାର୍ଯ୍ଯ କରୁଥିବା ଅଭିଯୋଗରେ ଦୁଇ ଜଣ ଆଦିବାସୀଙ୍କୁ ମାଓବାଦୀମାନେ ହତ୍ୟା କରିବାର ଏକ ସପ୍ତାହ ପରେ ଚଳ୍ପକ…
ତାଜା ଖବର ରାଜ୍ୟ ସୁରକ୍ଷାବାହିନୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ; ୧୦ ମାଓବାଦୀ ନିହତ November 22, 2024 Papirani ସୁରକ୍ଷାବାହିନୀକୁ ମିଳିଲା ବଡ଼ ସଫଳତା । ଛତିଶଗଡ଼ର ସୁକମା ଜିଲ୍ଲା ଭେଜି ଜଙ୍ଗଲରେ ପୋଲିସର ଏନ୍ କାଉଣ୍ଟର ନିପାତ ହୋଇଛନ୍ତି ୧୦ ମାଓବାଦୀ । ବସ୍ତର ଡିଭିଜନର ସୁକୁମା ଜିଲ୍ଲାରେ ସର୍ଚ୍ଚ ଅପରେସନ୍ ବେଳେ ଏହି ସଫଳତା ମିଳିଛି । ଘଟଣାସ୍ଥଳରୁ…
ତାଜା ଖବର ରାଜ୍ୟ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ; ଜଣେ ମାଓବାଦୀ ମୃତ, ଜଣେ ଯବାନ ଆହତ November 21, 2024 Papirani ମାଲକାନଗିରିରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଆଜି ସକାଳୁ ଗୁଳିବିନିମୟ ହୋଇଛି । ମାଲକାନଗିରି ଜିଲ୍ଲା ଏମ୍ ଭି-୭୯ ଥାନା ଅନ୍ତର୍ଗତ ଜିନ୍ଦେଲଗୁଡା ଜଙ୍ଗଲରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ…
ତାଜା ଖବର ଦେଶ ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ; ୬ ମାଓବାଦୀ ନିହତ September 5, 2024 Nirvay ତେଲେଙ୍ଗାନା କୋଥଗୁଡେମ୍ ଜିଲ୍ଲା ନୀଳାଦ୍ରିପେଟ୍ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଫାଳରେ ଏନ୍କାଉଣ୍ଟରରେ ୬ ମାଓବାଦୀ ନିହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଆହତ ହୋଇଛନ୍ତି। ଅପରପକ୍ଷରେ ମାଓବାଦୀଙ୍କ ପାଲଟା ଗୁଳିଚାଳନାରେ ୨ ସୁରକ୍ଷାକର୍ମୀ…
ତାଜା ଖବର ଦେଶ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୯ ମାଓବାଦୀ ନିହତ September 3, 2024 Nirvay ଛତିଶଗଡ଼ର ଦନ୍ତେୱାଡ଼ାରେ ମଙ୍ଗଳବାର ବଡ଼ଧରଣର ମାଓ ବିରୋଧୀ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୯ ମାଓବାଦୀ ନିହତ ହୋଇଛନ୍ତି। ସୁରକ୍ଷା କର୍ମୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ୯ ଜଣ ମାଓବାଦୀ ନିହତ ହୋଇଛନ୍ତି। ଛତିଶଗଡ଼ର ଦନ୍ତେୱାଡା ଓ…