Tag: Maoist Killed

ଛତିଶଗଡ଼ରେ ବଡ଼ ଧରଣର ମାଓ ଏନ୍‌କାଉଣ୍ଟର୍: ଦୁର୍ଦ୍ଦାନ୍ତ ମାଓନେତା ‘ବାସବରାଜ୍‌’ ସମେତ ୩୦ ମାଓବାଦୀ ନିପାତ

ଛତିଶଗଡ଼ରେ ଏକ ବଡ଼ ଧରଣର ମାଓ ଏନକାଉଣ୍ଟର । ଛତିଶଗଡର ନାରାୟଣପୁର ଜିଲ୍ଲା ଅନ୍ତର୍ଗତ ଅବୁଝମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୩୦ ମାଓବାଦୀ ନିପାତ ହୋଇଛନ୍ତି। ଏଥିରେ ଟପ୍ ମାଓନେତା ‘ବାସବ ରାଜ’ ନିହତ ହୋଇଛି…

ବୋକାରୋ ଜିଲ୍ଲାରେ ବଡ଼ ଧରଣର ଏନ୍‌କାଉଣ୍ଟର; ଯବାନଙ୍କ ଗୁଳିରେ ଟଳିଲେ ୬ ମାଓବାଦୀ

ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାର ଲୁଗୁ ପାହାଡ଼ ପାଦଦେଶରେ ନକ୍ସଲଙ୍କ ସହିତ ପୋଲିସ ଏବଂ ସିଆରପିଏଫ ଦଳ ମଧ୍ୟରେ ଏନକାଉଣ୍ଟର। ଯବାନଙ୍କ ଗୁଳିରେ ଟଳିଲେ ୬ ମାଓବାଦୀ। ମୃତ ନକ୍ସଲଙ୍କ ମଧ୍ୟରେ ବିବେକ ସ୍କ୍ୱାଡ୍ ସାମିଲ୍ ଅଛି । ଯାହାଙ୍କ ନାଁରେ ଥିଲା…

ତେଲେଙ୍ଗାନା ରେ ମାଓ ଅପରେସନ ; ଏନକାଉଣ୍ଟର ରେ ୭ ମାଓବାଦୀ ନିହତ

ରବିବାର (ଡିସେମ୍ବର ୧) ସକାଳେ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରେ ପୋଲିସ ସହିତ ଏନକାଉଣ୍ଟରରେ ସାତ ଜଣ ମାଓବାଦୀ ନିହତ ହୋଇଥିଲେ।ପୋଲିସ ଇନଫର୍ମର ଭାବେ କାର୍ଯ୍ଯ କରୁଥିବା ଅଭିଯୋଗରେ ଦୁଇ ଜଣ ଆଦିବାସୀଙ୍କୁ ମାଓବାଦୀମାନେ ହତ୍ୟା କରିବାର ଏକ ସପ୍ତାହ ପରେ ଚଳ୍ପକ…

ସୁରକ୍ଷାବାହିନୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ; ୧୦ ମାଓବାଦୀ ନିହତ

ସୁରକ୍ଷାବାହିନୀକୁ ମିଳିଲା ବଡ଼ ସଫଳତା । ଛତିଶଗଡ଼ର ସୁକମା ଜିଲ୍ଲା ଭେଜି ଜଙ୍ଗଲରେ ପୋଲିସର ଏନ୍ କାଉଣ୍ଟର ନିପାତ ହୋଇଛନ୍ତି ୧୦ ମାଓବାଦୀ । ବସ୍ତର ଡିଭିଜନର ସୁକୁମା ଜିଲ୍ଲାରେ ସର୍ଚ୍ଚ ଅପରେସନ୍ ବେଳେ ଏହି ସଫଳତା ମିଳିଛି । ଘଟଣାସ୍ଥଳରୁ…

ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ; ଜଣେ ମାଓବାଦୀ ମୃତ, ଜଣେ ଯବାନ ଆହତ

ମାଲକାନଗିରିରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଆଜି ସକାଳୁ ଗୁଳିବିନିମୟ ହୋଇଛି । ମାଲକାନଗିରି ଜିଲ୍ଲା ଏମ୍ ଭି-୭୯ ଥାନା ଅନ୍ତର୍ଗତ ଜିନ୍ଦେଲଗୁଡା ଜଙ୍ଗଲରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ମାଓବାଦୀ ନିହତ…

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ; ୬ ମାଓବାଦୀ ନିହତ

ତେଲେଙ୍ଗାନା କୋଥଗୁଡେମ୍‌ ଜିଲ୍ଲା ନୀଳାଦ୍ରିପେଟ୍‌ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଫାଳରେ ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ଆହତ ହୋଇଛନ୍ତି। ଅପରପକ୍ଷରେ ମାଓବାଦୀଙ୍କ ପାଲଟା ଗୁଳିଚାଳନାରେ ୨ ସୁରକ୍ଷାକର୍ମୀ…

ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୯ ମାଓବାଦୀ ନିହତ

ଛତିଶଗଡ଼ର ଦନ୍ତେୱାଡ଼ାରେ ମଙ୍ଗଳବାର ବଡ଼ଧରଣର ମାଓ ବିରୋଧୀ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟରରେ ୯ ମାଓବାଦୀ ନିହତ ହୋଇଛନ୍ତି। ସୁରକ୍ଷା କର୍ମୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ୯ ଜଣ ମାଓବାଦୀ ନିହତ ହୋଇଛନ୍ତି। ଛତିଶଗଡ଼ର ଦନ୍ତେୱାଡା ଓ…