Tag: Manmohan Samal

ରେଳ ବଜେଟରେ ଓଡିଶାକୁ ନ୍ୟାର୍ଯ୍ୟ ହକ୍ ମିଳିଛି: ମନମୋହନ ମନମୋହନ

କେନ୍ଦ୍ରରେ ମୋଦି ସରକାର ଶାସନକୁ ଆସିବା ପରେ ଓଡିଶାର ବିକାଶକୁ ଗତି ମିଳିଛି । ବର୍ତମାନ ରାଜ୍ୟର ପ୍ରତ୍ୟେକ ଜିଲ୍ଲାକୁ ରେଳପଥ ସହ ସଂଯୋଗ କରାଯିବାର କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି । ଅନ୍ୟ ପଟେ ବିଗତ ରାଜ୍ୟ ସରକାରଙ୍କ…

ଆନ୍ତଃରାଜ୍ୟ ଜଳବିବାଦ ପ୍ରସଙ୍ଗକୁ ନେଇ ତେଜିଲା ରାଜନୀତି

ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ ସହିତ ଓଡ଼ିଶାର ବିବାଦ ଦୀର୍ଘ ବର୍ଷ ହେଲା ଜାରି ରହିଛି । ଆନ୍ତଃରାଜ୍ୟ ଜଳବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଲେ ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଓଡିଶା ସ୍ୱାର୍ଥରେ କୌଣସି ସମଝୋତା କରାଯିବ ନାହିଁ…

୧୯ରେ ଓଡ଼ିଶା ଆସିବେ ନଡ୍ଡା

ଆସନ୍ତା ୧୯ ତାରିଖରେ ଆସନ୍ତା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ୧୯ ଓ ୨୦ରେ ରାଜ୍ୟ ବିଜେପି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବସିବ। ଉକ୍ତ ବୈଠକରେ ଯୋଗଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା।…

ପ୍ରତି ସୋମବାର ଅଭିଯୋଗ ଶୁଣିବେ ୨ ମନ୍ତ୍ରୀ: ମନମୋହନ

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରତି ସୋମବାର ଅଭିଯୋଗ ଶୁଣିବେ ୨ ମନ୍ତ୍ରୀ। ଆଜି ଅଭିଯୋଗ ଶୁଣୁଛନ୍ତି ପରିବହନ ମନ୍ତ୍ରୀ ରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ଶୁଣାଣି ନେଇ ରାଜ୍ୟ ବିଜେପି ସଭାପତି ମନମୋହନ…

ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ ବିଜେପିର ସମାଲୋଚନା

ସଂସଦରେ ରାହୁଲ ଗାନ୍ଧୀଙ୍କ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛି ବିଜେପି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସମାଲୋଚନା କରି କହିଛନ୍ତି କଂଗ୍ରେସ ଆତ୍ମସମୀକ୍ଷା କରୁ। କଂଗ୍ରେସ ଶିଷ୍ଟାଚାର ଭୁଲିଯାଇଛି ବୋଲି କହିଲେ ମନମୋହନ। ଆତ୍ମଗର୍ବ, ଅହଂକାର ପାଇଁ କଂଗ୍ରେସର ଅବସ୍ଥା…

୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ପ୍ରସଙ୍ଗ: ଜବାବ ରଖିଲେ ମନମୋହନ

୩୦୦ ୟୁନିଟ୍‌ ପର୍ଯ୍ୟନ୍ତ ମାଗଣା ବିଜୁଳି ପ୍ରତିଶୃତି ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କରିଛି ବିଜେଡି। ବିଜେପି ଏହାର ଜବାବ ରଖିଛି। ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି, ବିଜେପିର ସଂକଳ୍ପପତ୍ରକୁ ବୋଧହୁଏ ବିଜେଡି ଠିକ ଭାବେ ପଢିନି। ମାଗଣା…

ଦଳୀୟ ସଙ୍ଗଠନକୁ ଶକ୍ତିଶାଳୀ କରିବାକୁ ଆହ୍ୱାନ ଦେଲେ ମନମୋହନ

ଭୁବନେଶ୍ୱରରେ ବିଜେପିର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନବନିର୍ବାଚିତ ବିଧାୟକ ଓ ସାଂସଦଙ୍କୁ ସମ୍ବର୍ଦ୍ଧିତ କରୁଛି ଦଳ। ଏହି ପରିପ୍ରେକ୍ଷୀରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ଦଳୀୟ ସଙ୍ଗଠନକୁ ଶକ୍ତିଶାଳୀ କରିବାକୁ ଆହ୍ୱାନ ଦେଇଛନ୍ତି।…

ଆସନ୍ତାକାଲି ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ନାଁ ସ୍ପଷ୍ଟ ହୋଇଯିବ: ମନମୋହନ

ଓଡ଼ିଶାରେ ଆସନ୍ତାକାଲି ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ନାଁ ସ୍ପଷ୍ଟ ହୋଇଯିବ ବୋଲି ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ମନମୋହନ କହିଛନ୍ତି, ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା ତାହା ପରେ ସବୁ ସ୍ପଷ୍ଟ ହୋଇଯିବ। ୧୧ ତାରିଖରେ ବିଧାୟକ ଦଳ…

ମନମୋହନ ସାମଲଙ୍କ ବଡ଼ ବୟାନ; ଓଡ଼ିଶାରେ ବନ୍ଦ ହୋଇଯିବ ବିଏସକେୱାଇ ଯୋଜନା

ଓଡ଼ିଶାରେ ଚଳିତବର୍ଷ ନିର୍ବାଚନରେ ବିଜେପି ବିପୁଳ ବିଜୟ ପରେ ମନମୋହନ ସାମଲ ପ୍ରତିକ୍ରିୟା । ସେ କହିଛନ୍ତି, ଓଡ଼ିଶାରେ ପରିବର୍ତ୍ତନ ଆଣିବା ଲୋକଙ୍କ ମନରେ ଥିଲା। ଏ ନିର୍ବାଚନ ସାଧାରଣ ଲୋକଙ୍କ ଥିଲା, ସେମାନେ ଲଢୁଥିଲେ। ଭ୍ରଷ୍ଟ ଶାସନ ବିରୋଧରେ ଓ…

ହାରିଲେ ମନମୋହନ

ରାଜ୍ୟରେ ଭାଜପାର ପ୍ରଚଣ୍ଡ ବିଜୟ ସତ୍ତ୍ୱେ ଚାନ୍ଦବାଲିରେ ଦଳକୁ ପରାଜୟର ସାମନା କରିବାକୁ ପଡିଛି। ବିଜପିର ଜଣେ ହେଭି ୱେଟ ନେତାଙ୍କୁ ବିଫଳତାର ସ୍ୱାଦ ଚାଖିବାକୁ ପଡିଛି । ଭାଜପା ପ୍ରାର୍ଥୀ ତଥା ରାଜ୍ୟ ସଭାପତି ମନମୋହନ ସାମଲ ବିଜେଡି ପ୍ରାର୍ଥୀ…