Tag: Manmohan Samal

ବିଜେପି ଶାସନରେ ପୂର୍ବୋଦୟ ଭାରତର ନେତୃତ୍ୱ ନେବ ଓଡ଼ିଶା: ମନମୋହନ ସାମଲ

ଚଳିତ ଆର୍ଥୀକ ବର୍ଷ ବଜେଟରେ ରେଳବାଇ ବିକାଶ କ୍ଷେତ୍ରରେ ଓଡିଶାକୁ ୧୦୮୫୬ କୋଟି ଟଙ୍କାର ସର୍ବକାଳୀନ ସର୍ବାଧିକ ପରିମାଣର ଆର୍ଥୀକ ଅନୁଦାନ ମିଳିଛି । ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଂଚଳର ବିକାଶ ପାଇଁ ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ…

ଦେଶରେ ଏକତା ଓ ଅଖଣ୍ଡତା ବଜାୟ ରଖିବାକୁ ଏକଜୁଟ ହେବା: ମନମୋହନ ସାମଲ

ଆଜି ରାଜ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ଉପସଭାପତି ବିରଂଚି ତ୍ରିପାଠୀ, ଡା.ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ ଶାରଦା ପ୍ରସାଦ ଶତପଥୀ ଓ ସୀମାଂଚଳ ଖଟେଇ…

ବିଜେପି ପଦାଧିକାରୀ ବୈଠକ ଆରମ୍ଭ

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ଗୁରୁତ୍ୱପୂର୍ଣ୍ଣ ବିଜେପି ପଦାଧିକାରୀ ବୈଠକ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବିଜେପି ପଦାଧିକାରୀ ଚାଲିଛି ବୈଠକ। ଆଜି ବସିଥ‌ିବା ଏହି ବୈଠକରେ ଦଳର ଆଗାମୀ କାର୍ଯ୍ୟପନ୍ଥା ସହ ରାଜ୍ୟ ଏବଂ କେନ୍ଦ୍ର…

ଓଡ଼ିଶା ଧନୀ, ଓଡ଼ିଶାର ଲୋକେ ମଧ୍ୟ ଧନୀ ହେବେ: ମନମୋହନ ସାମଲ

ଗଜପତି ଜିଲ୍ଲା ଗସ୍ତରେ ଥିବା ବେଳେ ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଆଜି ପାରଳାଖେମୁଣ୍ଡିଠାରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଛି। ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଭଲପାଇବା ପାଇଁ…

ଓଡ଼ିଶାରେ କୋଷ୍ଟାଲ ହାଇୱେ ପାଇଁ ଅନୁମତି ମିଳିଛି: ମନମୋହନ ସାମଲ

ଦିଲ୍ଲୀରୁ ଫେରିବା ପରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । କୋଷ୍ଟାଲ ହାଇୱେ ଏକ ଡ୍ରିମ୍ ପ୍ରୋଜେକ୍ଟ ପାଇଁ ମୋଦି ଓ ଶାହାଙ୍କ ସହ ଆଲୋଚନା ହୋଇଛି । ଏହାକୁ ମଧ୍ୟ ଅନୁମତି ମିଳିଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରୁ…

ବିକଶିତ ଓଡ଼ିଶାର ମୂଳଦୁଆ ସ୍ଥାପନ ହେଲା: ମନମୋହନ ସାମଲ

ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ସରକାର ଗଠନ ହେବା ପରେ ଆଜି ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ବଜେଟରେ ରାଜ୍ୟର ସାମଗ୍ରିକ…

ରେଳ ବଜେଟରେ ଓଡିଶାକୁ ନ୍ୟାର୍ଯ୍ୟ ହକ୍ ମିଳିଛି: ମନମୋହନ ମନମୋହନ

କେନ୍ଦ୍ରରେ ମୋଦି ସରକାର ଶାସନକୁ ଆସିବା ପରେ ଓଡିଶାର ବିକାଶକୁ ଗତି ମିଳିଛି । ବର୍ତମାନ ରାଜ୍ୟର ପ୍ରତ୍ୟେକ ଜିଲ୍ଲାକୁ ରେଳପଥ ସହ ସଂଯୋଗ କରାଯିବାର କାର୍ଯ୍ୟ ଦୃତ ଗତିରେ ଆଗେଇ ଚାଲିଛି । ଅନ୍ୟ ପଟେ ବିଗତ ରାଜ୍ୟ ସରକାରଙ୍କ…

ଆନ୍ତଃରାଜ୍ୟ ଜଳବିବାଦ ପ୍ରସଙ୍ଗକୁ ନେଇ ତେଜିଲା ରାଜନୀତି

ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ ସହିତ ଓଡ଼ିଶାର ବିବାଦ ଦୀର୍ଘ ବର୍ଷ ହେଲା ଜାରି ରହିଛି । ଆନ୍ତଃରାଜ୍ୟ ଜଳବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଲେ ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଓଡିଶା ସ୍ୱାର୍ଥରେ କୌଣସି ସମଝୋତା କରାଯିବ ନାହିଁ…

୧୯ରେ ଓଡ଼ିଶା ଆସିବେ ନଡ୍ଡା

ଆସନ୍ତା ୧୯ ତାରିଖରେ ଆସନ୍ତା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ୧୯ ଓ ୨୦ରେ ରାଜ୍ୟ ବିଜେପି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବସିବ। ଉକ୍ତ ବୈଠକରେ ଯୋଗଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା।…

ପ୍ରତି ସୋମବାର ଅଭିଯୋଗ ଶୁଣିବେ ୨ ମନ୍ତ୍ରୀ: ମନମୋହନ

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରତି ସୋମବାର ଅଭିଯୋଗ ଶୁଣିବେ ୨ ମନ୍ତ୍ରୀ। ଆଜି ଅଭିଯୋଗ ଶୁଣୁଛନ୍ତି ପରିବହନ ମନ୍ତ୍ରୀ ରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ଶୁଣାଣି ନେଇ ରାଜ୍ୟ ବିଜେପି ସଭାପତି ମନମୋହନ…