Tag: Malkangiri

ମାଲକାନଗିରିରେ ବର୍ଷା ପରବର୍ତ୍ତୀ ସ୍ଥିତି ସମୀକ୍ଷା କଲେ ଆରଡିସି

ଲଗାଣ ବର୍ଷାରେ ମାଲକାନଗିରି ସ୍ଥିତି ବେହାଲ ହୋଇଛି। ଦକ୍ଷିଣାଞ୍ଚଳ ଆରଡିସି ରୂପା ରୋଷନ ସାହୁ ମାଲକାନଗିରି ଜିଲ୍ଲା ଗସ୍ତ କରି ବର୍ଷା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିଛନ୍ତି। କ୍ଷତିଗ୍ରସ୍ତ ପୋଟେରୁ, ଏମଭି-୭ ଓ ଏମଭି-୧୯ସ୍ଥିତ ଅଙ୍ଗନୱାଡି କେନ୍ଦ୍ର ଓ ସ୍କୁଲ ପରିଦର୍ଶନ…

ମାଲକାନଗିରିରେ ବନ୍ୟା ସ୍ଥିତି ନେଇ ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ସୂଚନା

ଲଗାଣ ବର୍ଷାରେ ଅଧିକ ପ୍ରଭାବିତ ହୋଇଥିବା ମାଲକାନଗିରିର ସ୍ଥିତି ନେଇ ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ସୂଚନା । ସେ କହିଛନ୍ତି ମାଲକାନଗିରିରେ ଜଳବନ୍ଦୀରେ ଥିବା ୧୬୨ ଜଣଙ୍କୁ ଉଦ୍ଧାର କରିଛନ୍ତି ଓଡ୍ରାଫ ଓ ଅଗ୍ନିଶମ ବିଭାଗ । ସେଥିମଧ୍ୟରୁ ୫୪…

ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ବାହ୍ୟଜଗତରୁ ବିଚ୍ଛିନ୍ନ

ଲଘୁଚାପଜନିତ ଲଗାଣ ବର୍ଷା ଲାଗିରହିଛି। ଏହାର ପ୍ରଭାବରେ ମାଲକାନଗିରି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଜିଲ୍ଲାର ପାଙ୍ଗମ, କାଙ୍ଗୁରୁକୋଣ୍ଡା, ପୋଟେରୁ, ଏମ ଭି-୭, କନ୍ୟାଶ୍ରମ, ଏମ ଭି- ୯୦ ଓ ଏମ ଭି-୯୬ ପୋଲ ଉପରେ ୪ରୁ ୫ ଫୁଟର…

ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପାଇଁ ଯୋଗ୍ୟ ବିବେଚିତ ବଣ୍ଡା ଜନଜାତି ଛାତ୍ରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଆଜି ଲୋକସେବା ଭବନଠାରେ ବ୍ରହ୍ମପୁର ଏମ୍‌.କେ.ସି.ଜି ମେଡିକାଲ କଲେଜରେ ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପାଇଁ ନିଟ୍‌-୨୦୨୪ରେ ଯୋଗ୍ୟ ବିବେଚିତ ହୋଇଥିବା ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଡବେଲ ଗ୍ରାମର ବଣ୍ଡା ଜନଜାତି ଛାତ୍ର ମଙ୍ଗଳା ମୁଦୁଲିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ…

ପୁଣି ମାଲକାନଗିରିରେ ଗଡ଼ିବ ଏସି ଲକ୍ଷ୍ମୀ ବସ୍

ପୁଣି ମାଲକାନଗିରିରେ ଗଡ଼ିବ ଏସି ଲକ୍ଷ୍ମୀ ବସ୍। ଦୀର୍ଘ ୨୦ଦିନ ହେବ ୬ଟି ଏସି ଲକ୍ଷ୍ମୀ ବସ୍ ବନ୍ଦ ରହିଥିଲା। ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଚଳାଚଳ ଆରମ୍ଭ କଲେ ଜିଲ୍ଲାପାଳ। ବ୍ଲକ ସଦର ମହକୁମାରୁ ଜିଲ୍ଲା ମହକୁମାକୁ ଚାଲିଲା ୬ଟି…

ମାଲକାନଗିରିରେ ଲଗାଣ ବର୍ଷା ଯୋଗୁଁ ବୁଡ଼ିଲା ପୋଲ

ରାଜ୍ୟରେ ଗତ କିଛି ଦିନ ହେବ ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି । ଚାରିଆଡେ ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଥିବାର ଦେଖାଯାଇଥିବା ବେଳେ ମାଲକାନଗିରି ଜିଲ୍ଲା ଦେଇ ଯାଇଥିବା ୩୨୬ ଜାତୀୟ ରାଜପଥର କାଙ୍ଗୁରକୋଣ୍ଡା ଓ ପୋଟେରୁ ବ୍ରିଜ ଉପରେ ୪…

ବର୍ଷା ଯୋଗୁଁ ବିଚ୍ଛିନ୍ନ ହେଲା ମାଲକାନଗିରିର ବିଭିନ୍ନ ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥା

ପ୍ରତିବର୍ଷ ମାଲକାନଗିରି ଜିଲ୍ଲାରେ ବର୍ଷାର ସ୍ଥିତି ଦିନ ଦିନରେ ସଂକଟାପୂର୍ଣ୍ଣ ହେବାକୁ ଲାଗିଛି । ବର୍ଷା ପାଇଁ ମାଲକାନଗିରି ଜିଲ୍ଲାର କିଛି ଅଞ୍ଚଳ ଏକ ପ୍ରକାର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥାଏ। ସେଥିପାଇଁ ଚାଳିତବର୍ଷ ମଧ୍ୟ ଲଘୁଚାପ ବର୍ଷା ଯୋଗୁଁ ମାଲକାନଗିରିର…

ମାଲକାନଗିରି ପୂର୍ବତନ ବିଧାୟକ ଆଦିତ୍ୟ ମାଢିଙ୍କ ପରଲୋକ

ମାଲକାନଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଆଦିତ୍ୟ ମାଧିଙ୍କ ୪୯ ବର୍ଷ ବୟସରେ ପରଲୋକ ହୋଇଛି। ଦୀର୍ଘଦିନ ଧରି କିଡନୀ ରୋଗରେ ପୀଡିତ ଥୂଲେ ଶ୍ରୀ ପାଢୀ । ବୁଧବାର ସନ୍ଧ୍ୟାରେ ଭୁବନେଶ୍ବର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତି ହୋଇଥିବା…

ମାଲକାନଗିରି ବିଧାନସଭା ଆସନ ହାସଲ କଲା ବିଜେପି

ଚଳିତବର୍ଷ ନିର୍ବାଚନ ପାଇଁ ହଉଥିବ ଭୋଟ ଗଣତି ମଧ୍ୟରେ ମାଲକାନଗିରି ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ନରସିଂହ ମାଡକାମୀ ବିଜୟ ହୋଇଛନ୍ତି। ନରସିଂହଙ୍କୁ ୭୭ ହଜାର ୭୬୩ ଖଣ୍ଡ ଭୋଟ ମିଳିଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସର ମାଳା ମାଢିଙ୍କୁ…

କାଲିମେଳା ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ

ମାଲକାନଗିରି ପୋଲିସ ଦ୍ବାରା କାଲିମେଳାର ଦୟାଲତୁଙ୍ଗ ଗାଁ ନିକଟ ଜଙ୍ଗଲରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ ହୋଇଛି । ୧୯୦ଟି ଜିଲେଟିନ ଷ୍ଟିକ, ୨୦କେଜି ଓଜନର ଗୋଟିଏ ଆଇଇଡି, ୭କେଜି ଓଜନର ୫ଟି ଆଇଇଡି, ୫କେଜି, ୪କେଜି,…