Tag: maintenance

CM’s Strict Action on Maintenance: ପତ୍ନୀ-ସନ୍ତାନଙ୍କୁ ଭରଣପୋଷଣ ନଦେଲେ କଟିବ ଦରମା: ବେପରୁଆ ସରକାରୀ କର୍ମଚାରୀଙ୍କ ଉପରେ କଠୋର ହେଲେ ମୁଖ୍ୟମନ୍ତ୍ରୀ

କୋର୍ଟର ନିର୍ଦ୍ଦେଶ ସତ୍ୱେ ସ୍ୱାମୀଙ୍କ ଠାରୁ ଭରଣପୋଷଣ ପାଉ ନଥିବା ମହିଳା ଏବଂ ସନ୍ତାନସନ୍ତତିଙ୍କ ଚିନ୍ତା ଦୂର ହୋଇଛି । ଏଭଳି ପୁରୁଷ ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ…