Tag: Lord Jagannath Tahia

Lord Jagannath Tahia Missing Issue: ଅଧିକ ଓଜନ ଯୋଗୁଁ ଖୋଲାଯାଇଥିଲା ଜଗନ୍ନାଥ ମହାପ୍ରଭୁଙ୍କ ଟାହିଆ: ରାମକୃଷ୍ଣ ଦାସମହାପାତ୍ର

ଚଳିତ ବର୍ଷର ରଥଯାତ୍ରାରେ ଏମିତି ଏକ ଘଟଣା ଘଟିଲା, ଯାହା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ହୃଦୟକୁ ବ୍ୟଥିତ କରିଦେଇଥିଲା । ପହଣ୍ଡି ବେଳେ ବିନା ଟାହିଆରେ ରଥାରୂଢ଼ ହୋଇଥିଲେ ଜଗତର ନାଥ ଜଗନ୍ନାଥ। ଏହାକୁ ନେଇ ଚାରିଆଡେ ନାନା ଚର୍ଚ୍ଚା ହୋଇଥିବା…