Tag: Lok Sabha Polls

ବିଜେପିର ୧୯୫ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା; ଓଡ଼ିଶାରୁ ଶୂନ

ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ପ୍ରଥମ ପର୍ଯ୍ୟାୟରେ ୧୯୫ ଜଣିଆ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି, କିନ୍ତୁ ଏଥିରେ ଓଡ଼ିଶାରୁ କେହି ବି ନାହାଁନ୍ତି । ସମ୍ଭବତଃ ପ୍ରଧାନମନ୍ତ୍ରୀଙ୍କ ମାର୍ଚ୍ଚ ୫ ତାରିଖରେ ଓଡ଼ିଶା ଗସ୍ତ ପରେ ଓଡ଼ିଶାର…