ତାଜା ଖବର ଦେଶ ହିମାଚଳ ପ୍ରଦେଶରେ ଭୂସ୍ଖଳନ ପରେ ବସ୍ ଉପରେ ପଡ଼ିଲା ପଥର ଓ ମାଟି ଅତଡ଼ା: ମୃତ୍ୟୁସଂଖ୍ୟା ୧୮କୁ ବୃଦ୍ଧି October 8, 2025 Papirani ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲା ବଲ୍ଲୁ ବ୍ରିଜ୍ ନିକଟରେ ଭୂସ୍ଖଳନ ଫଳରେ ବସ୍ ଉପରେ ମାଟି ଅତଡା ଖସିବାରୁ ଏପର୍ଯ୍ୟନ୍ତ ୧୮ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି । ହିମାଚଳ ପ୍ରଦେଶର…
ତାଜା ଖବର ରାଜ୍ୟ କଳିଙ୍ଗା ଘାଟିରେ ଭୂସ୍ଖଳନ; ମରାମତି ପାଇଁ ଲାଗିବ ପ୍ରାୟ ୭ ଦିନ September 17, 2025 Papirani କଳିଙ୍ଗା ଘାଟି ଭୂସ୍ଖଳନ ଘଟଣା ମରାମତି ପାଇଁ ଲାଗିବ ପ୍ରାୟ ୭ ଦିନ । ବିରାଟ ବିରାଟ ପଥର ସବୁ ଖସି ରାସ୍ତା ପୁରା ବନ୍ଦ ହୋଇଯାଇଛି । କଳିଙ୍ଗାଘାଟି ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାକୁ ସଂଯୋଗ କରୁଥିବା ଏକ ମାତ୍ର…
ତାଜା ଖବର ରାଜ୍ୟ କଳିଙ୍ଗା ଘାଟିରେ ଭୂସ୍ଖଳନ; କନ୍ଧମାଳରୁ ଗଞ୍ଜାମ ଯୋଗାଯୋଗ ସମ୍ପୂର୍ଣ୍ଣ ଠପ September 16, 2025 Papirani ଲଗାଣ ବର୍ଷା ଯୋଗୁ କଳିଙ୍ଗା ଘାଟିରେ ଭୟଙ୍କର ଭୂସ୍ଖଳନ । ପାହାଡ଼ ଉପରୁ ଧଲିସା ପଥର ଖସଲା ମାଟି । ବର୍ଷାରେ ପାହାଡ଼ ଉପରୁ ଧସିଲା ବଡ଼ ବଡ଼ ପଥର ଓ ମାଟି ଅତଡ଼ା । ଫଳରେ କଳିଙ୍ଗା ଘାଟି ସମ୍ପୁର୍ଣ୍ଣ…
ତାଜା ଖବର ଦେଶ ଜମ୍ମୁ କାଶ୍ମୀରରେ ଭୂସ୍ଖଳନ: ୩୧ ମୃତ August 27, 2025 Papirani ଜମ୍ମୁ କାଶ୍ମୀରରେ ବୈଷ୍ଣୋ ଦେବୀ ଯାତ୍ରା ବେଳେ ଭୂସ୍ଖଳନ। ଏହି ଭୂସ୍ଖଳନରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ଏହା ସହ ଭୂସ୍ଖଳନ ଯୋଗୁଁ ରାସ୍ତାରେ ଫସି ରହିଛନ୍ତି ଅନେକ ଶ୍ରଦ୍ଧାଳୁ । ତ୍ରିକୁଟ…
ତାଜା ଖବର ଦେଶ ୱାଏନାଡ ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ୨୫୦ରୁ ଅଧିକ: ୧୯୦ରୁ ଅଧିକ ନିଖୋଜ August 1, 2024 Nirvay କେରଳ ୱାଏନାଡ ଭୂସ୍ଖଳନ ଘଟଣାରେ ମୃତକଙ୍କ ସଂଖ୍ୟା ୨୫୦ରୁ ଅଧିକକୁ ବୃଦ୍ଧିପାଇଛି । କେବଳ ଚେଲିୟାର ନଦୀରୁ ଏପର୍ଯ୍ୟନ୍ତ ୮୦ରୁ ଅଧକ ଶବ ମିଳିଲାଣି । ଏବେ ବି ୧୯୦ରୁ ଅଧିକ ଲୋକେ ନିଖୋଜ ଅଛନ୍ତି। ସର୍ଚ୍ଚ ଅପରେସନ ଜୋରାଦାର ଚାଲିଛି…
ତାଜା ଖବର ଦେଶ ୱାଏନାଡ଼ ସ୍ଥିତି ଭୟଙ୍କର: ୨୦୦ ଛୁଇଁଲାଣି ମୃତ୍ୟୁସଂଖ୍ୟା July 31, 2024 Nirvay କେରଳର ୱାଏନାଡ଼ରେ ପ୍ରକୃତି ରଚିଛି ତାଣ୍ଡବ ଲୀଳା। ପଥର ଖଣ୍ଡ ତଳ ହେଉ କି କାଦୁଅ ଭର୍ତ୍ତି ମାଟି, ଖୋଜିଲେ ଉଦ୍ଧାରକର୍ମୀଙ୍କୁ ମାଳ ମାଳ ମୃତଦେହ ମିଳୁଛି । କେଉଁଠି ସନ୍ଧାନୀ କୁକୁର ସହାୟତାରେ ଜୀବନ ଖୋଜା ଚାଲିଛି, ତ ପୁଣି…
ତାଜା ଖବର ଦେଶ ୱାଏନାଡ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୧୫୬କୁ ବୃଦ୍ଧି July 31, 2024 Nirvay କେରଳରେ ପ୍ରକୃତିର ତାଣ୍ଡବ। ୱାଏନାଡର ମେପାଡ଼ି ପାହାଡ଼ ଅଞ୍ଚଳରେ ହୋଇଥିବା ଭୂସ୍ଖଳନର ମୃତ୍ୟୁ ସଂଖ୍ୟା ୧୫୬ ଟପିଛି। ଶତାଧିକ ଲୋକ ମାଟି ଅତଡ଼ା ତଳେ ଚାପି ହୋଇ ରହିଥିବାରୁ ଆଗକୁ ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ୱାଏନାଡର ମେପାଡ଼ି ପାହାଡ଼ିଆ…
ତାଜା ଖବର ଦେଶ ୱାଏନାଡ଼ ଭୂସ୍ଖଳନକୁ ଭୟଙ୍କର କହିଲେ କେରଳ ମୁଖ୍ୟମନ୍ତ୍ରୀ July 30, 2024 Nirvay କେରଳର ୱାଏନାଡ଼ରେ ଭୂସ୍ଖଳନ ପରେ ସୃଷ୍ଟି ହୋଇଥିବା ଜଳପ୍ରଳୟ ସବୁ କିଛି ଛାରଖାର କରି ଦେଇଛି। ଜିଲ୍ଲାର ପାହାଡ଼ି ଅଞ୍ଚଳ ମେପ୍ପାଡିରେ ମୃତ୍ୟୁର ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି। ଏସବୁ ଭିତରେ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଘଟଣାକୁ ନେଇ ଭୟଙ୍କର…
ତାଜା ଖବର ଦେଶ ୱାଏନାଡ଼ରେ ଭୂସ୍ଖଳନ: ୧୯ ମୃତ July 30, 2024 Nirvay କେରଳର ୱାଏନାଡ଼ରେ ଲଗାଣ ବର୍ଷା ପରେ ଭୟଙ୍କର ଭୂସ୍ଖଳନ ହୋଇଛି। ୧୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ଲୋକ ମାଟି ତଳେ ଫଶିରହିଥିବା ସୂଚନା ମିଳିଛି। ପ୍ରଥମେ ରାତି ୨ଟାରେ ଓ ପରେ ସକାଳ ପ୍ରାୟ ୪ଟାରେ ଆଉ ଏକ…
ତାଜା ଖବର ଦେଶ ଉତ୍ତରାଖଣ୍ଡରେ ପ୍ରକୃତିର ବିକଟାଳ ରୂପ, ଧସିଲା ପାହାଡ଼ July 10, 2024 Papirani ଉତ୍ତରାଖଣ୍ଡରେ ପ୍ରକୃତିର ବିକଟାଳ ରୂପ ଦେଖିବାକୁ ମିଳିଛି । ଉତ୍ତରାଖଣ୍ଡ ଚମୋଲୀ ଜିଲ୍ଲାର ପାତାଳ ଗଙ୍ଗା ଅଞ୍ଚଳରେ ବଦ୍ରିନାଥ ଜାତୀୟ ରାଜପଥରେ ବଡ଼ ଧରଣର ଭୂସ୍ଖଳନ ହୋଇଛି । ଯୋଶୀମଠର ଚୁଙ୍ଗିଧରଠାରେ ରାସ୍ତା ଅବରୋଧ ହୋଇଛି। ପାହାଡ଼ରୁ ବଡ଼ ବଡ଼ ପଥର…