ଖେଳ ତାଜା ଖବର ରାଜ୍ୟ OCA Election Controversy: ତେଜିଲା ଓସିଏ ନିର୍ବାଚନ କଳି; ଜେନେରାଲ୍ ବଡି ବୈଠକକୁ ବୟକଟ୍ କଲେ ଲଳିତେନ୍ଦୁ February 22, 2026 Papirani ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ) ନିର୍ବାଚନ କଳି ତେଜିବାରେ ଲାଗିଛି । ବୈଠକ ଅଧାରୁ ଉଠି ପଳାଇଲେ ସଦସ୍ୟ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର। ଜେନେରାଲ୍ ବଡି ବୈଠକକୁ ବୟକଟ୍ କରିଛନ୍ତି ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ବୈଠକକୁ ବୟକଟ୍ କରିବା ସହ…