Tag: krushna chandra patra

ଜମି ବିବାଦରେ ଫସିଯିବେ କି ମନ୍ତ୍ରୀ କୃଷ୍ଣ ?

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ଓ ତାଙ୍କ ପରିବାର ନାମରେ ଉଠିଛି ଏକ ଜମିବିବାଦ ମାମଲା । ଯତନନଗରରେ ପ୍ରାୟ ୫୨ ଏକର ଜମି ପାଇଁ ଆବେଦନ କରିଥିଲେ ପାତ୍ର ପରିବାର । ଇଏ ହେଉଛି ୨୦୧୬ର ମାମଲା । ୨୦୧୬ରେ ରାଜ୍ୟରେ…

ଉତ୍ତରପ୍ରଦେଶରୁ କାଲି ସୁଦ୍ଧା ୩୦୦ ଟ୍ରକ ଆଳୁ ଗାଡ଼ି ପହଞ୍ଚିବ ଓଡିଶା

କାଲି ସୁଦ୍ଧା ୟୁପିରୁ ଓଡ଼ିଶାକୁ ୩୦୦ ଟ୍ରକ୍ ଆଳୁ ଗାଡ଼ି ଆସିବ। ୩୦୦ ଟ୍ରକ ଆସିବା ନେଇ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା ଆଜି ସୂଚନା ଦେଇଛନ୍ତି। ଆସୁଥିବା ଆଳୁ ଗାଡ଼ି କାଲି ଓଡ଼ିଶାରେ ପହଞ୍ଚିବ ଏବଂ ଆଳୁ ଗାଡ଼ି ପହଞ୍ଚିବା…

ଆମ୍ବ ଟାକୁଆ ଜନିତ ମୃତ୍ୟୁ : ଯୋଗାଣ ମନ୍ତ୍ରୀ ଙ୍କ ଇସ୍ତଫା ଦାବି କଲା ବିଜେଡି

କନ୍ଧମାଳରେ ଆମ୍ବ ଟାକୁଆ ଖାଇ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ପାଇଁ ବିଜେପି ସରକାରଙ୍କୁ ନିନ୍ଦା କରି, ଏହି ଘଟଣା ଖାଦ୍ଯ ସୁରକ୍ଷା ସୁରକ୍ଷିତ କରିବାରେ ସରକାରଙ୍କ ବିଫଳତାକୁ ଦର୍ଶାଉଛି ବୋଲି ଦାବି କରିଛି ବିଜେଡି |ପ୍ରଭାବିତ ପରିବାର ଚାରି ମାସ…

ବାହାର ରାଜ୍ୟରୁ ଧାନ ଯେପରି ନଆସିବ ସେଥିପାଇଁ ସିଲ୍ ହେବ ସୀମା

ଆସନ୍ତା ମାସରେ ଖରିଫ ଋତୁ ପାଇଁ ଧାନ କ୍ରୟ ଆରମ୍ଭ ହେବା ପରେ ପଡୋଶୀ ରାଜ୍ଯଗୁଡ଼ିକ ସହିତ ସୀମା ସିଲ୍ କରାଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ଯକ୍ଷତାରେ ଏକ ସମୀକ୍ଷା…

ଚାଷୀ ପାଖରୁ ଧାନ ଉଠିବାର ୪୮ ଘଣ୍ଟା ମଧ୍ୟରେ ଆକାଉଣ୍ଟକୁ ଆସିବ ଟଙ୍କା: ଖାଦ୍ୟ ଯୋଗାଣ ମନ୍ତ୍ରୀ

ଚଳିତ ୨୦୨୪-୨୫ ବର୍ଷ ପାଇଁ କଟକ ଜିଲ୍ଲାରେ ଧାନ କ୍ରୟ ଓ ସାଧାରଣ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଚଳିତ ଖରିଫ ଋତୁରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ ଶହ ଟଙ୍କା ଚାଷୀମାନଙ୍କୁ…

ସମ୍ଭାବ୍ୟ ବାତ୍ୟାକୁ ଦେଖି କଳାବଜାରୀଙ୍କୁ ଚେତାବନୀ ଦେଲେ ଯୋଗାଣ ମନ୍ତ୍ରୀ

ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଆଇଏମଡିର ଆକଳନ ପରେ ଏବେ ଏହାର ଫାଇଦା ଉଠାଇ କିଛି ଅସାଧୁ ବ୍ୟବସାୟୀ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀକୁ ଚଢା ଦରରେ ବିକ୍ରି କରିପାରନ୍ତି । ଏହାକୁ ନେଇ ଆଜି ଆୟୋଜିତ ସମୀକ୍ଷା ବୈଠକ ପରେ କଳାବଜାରୀ…