Tag: Kotia Polls

Kotia Polls Rescheduled: କୋଟିଆରେ ନିର୍ବାଚନ ତାରିଖ ବଦଳାଇଛନ୍ତି ଆନ୍ଧ୍ର ନିର୍ବାଚନ କମିଶନ

କୋଟିଆରେ ନିର୍ବାଚନ ତାରିଖ ବଦଳାଇଛନ୍ତି ଆନ୍ଧ୍ର ନିର୍ବାଚନ କମିଶନ। ପୂର୍ବରୁ ନଭେମ୍ବର ୩ ତାରିଖରେ ହେବାକୁଥିବା ଏହି ମତଦାନକୁ ଏବେ ନଭେମ୍ବର ୫ କୁ ଘୁଞ୍ଚାଇ ଦିଆଯାଇଛି। ଏହା ସହ ଭୋଟ୍ ଗଣତି ନଭେମ୍ବର ୭ ତାରିଖରେ ଅନୁଷ୍ଠିତ ହେବ ବୋଲି…