ତାଜା ଖବର ରାଜ୍ୟ Kotia Border Dispute: କୋଟିଆରେ ଆନ୍ଧ୍ରର ନିର୍ବାଚନ ଉଦ୍ୟମକୁ ନେଇ ଓଡ଼ିଶା ସରକାରଙ୍କ କଡ଼ା ଆଭିମୁଖ୍ୟ, ମୁକାବିଲା ପାଇଁ ଆଉ ୮ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ November 4, 2026 Nirvay କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ସୀମା ବିବାଦ ପୁଣି ତେଜିଛି। କୋଟିଆର କିଛି ଗ୍ରାମରେ ନଭେମ୍ବର ୫ ତାରିଖରେ ପଞ୍ଚାୟତ ନିର୍ବାଚନ କରିବାକୁ ଆନ୍ଧ୍ର ସରକାର ବିଜ୍ଞପ୍ତି ଜାରି କରିବା ପରେ ଏହି ବିବାଦ ପୁଣି ସାମ୍ନାକୁ ଆସିଛି…