Tag: Koraput

ଭୁଲ ଇଞ୍ଜେକ୍ସନ୍ ଯୋଗୁଁ ରୋଗୀଙ୍କ ମୃତ୍ୟୁ ଘଟଣା; କୋରାପୁଟରେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ

ଭୁଲ ଇଞ୍ଜେକ୍ସନ୍ ୬ ରୋଗୀଙ୍କ ମୃତ୍ୟୁ ଘଟଣା ସମୀକ୍ଷା ପାଇଁ କୋରାପୁଟରେ ପହଞ୍ଚିଲେ ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ସ୍ବାସ୍ଥ୍ୟମନ୍ତ୍ରୀ ପହଞ୍ଚିଥିବା ଜଣାପଡିଛି । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସହ ବରିଷ୍ଠ ଅଧିକାରୀ…

ଭୁଲ ଇଞ୍ଜେକସନରୁ ରୋଗୀଙ୍କ ମୃତ୍ୟୁ ଘଟଣା; ଡିଏମଇଟି ଗଠନ କଲେ ପାଞ୍ଚ ଜଣିଆ ଟିମ୍ 

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ନର୍ସଙ୍କ ଭୁଲ୍ ଇଞ୍ଜେକସନ୍ ଯୋଗୁଁ ରୋଗୀଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଗଠନ ହେଲା ପାଞ୍ଚ ଜଣିଆ ଟିମ । ଡିଏମଇଟି ଗଠନ କଲେ ପାଞ୍ଚ ଜଣିଆ ଟିମ ।…

ଭୁଲ ଇଞ୍ଜେକ୍ସନ ଦେବାରୁ ଗଲା ୫ ରୋଗୀଙ୍କ ଜୀବନ !

ଭୁଲ ଇଞ୍ଜେକ୍ସନରେ ଗଲା ଏକାଥରେ ପାଞ୍ଚ ପାଞ୍ଚଟା ଜୀବନ । ଗୋଟିଏ ରାତିରେ ୫ ରୋଗୀଙ୍କ ମୃତ୍ୟୁ। କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଏହି ଅଭାବନୀୟ ଘଟଣା ଘଟିଛି। ଭୁଲ୍ ଇଞ୍ଜେକସନ୍ ଦେବା ପରେ ରୋଗୀଙ୍କର…

କୋଟିଆ ପାଇଁ କମିଟି ଗଠନ କଲେ ରାଜ୍ୟ ସରକାର

କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମ ପଞ୍ଚାୟତ ପାଇଁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି । ଗୃହ ବିଭାଗ ACS, ଏସ୍‌ସି/ଏସ୍‌ଟି ବିଭାଗ ପ୍ରମୁଖ ସଚିବ ସଦସ୍ୟ, ଗ୍ରାମ୍ୟ ଉନ୍ନୟନ ସଚିବଙ୍କ…

ବଜ୍ରପାତରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ୬ ମୃତ

ବଜ୍ରପାତ ନେଲା ୬ ଜୀବନ । କୋରାପୁଟ ଜିଲ୍ଲାରେ ୩, ଗଞ୍ଜାମରେ ୨, ଗଜପତିରେ ଜଣଙ୍କ ମୃତ୍ୟୁ ହୋଇଛି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଓଡ଼ିଆପେଣ୍ଠ ପଂଚାୟତ ପର୍ଡିଗୁଡା ଗାଁରେ ଅଘଟଣ । ବିଲରେ କାମ କରୁଥିବାବେଳେ ବଜ୍ରପାତରେ ୩ଜଣ ମୃତ୍ୟୁ…

କୋରାପୁଟ ଛାତ୍ରାବାସରେ ଦୁଷ୍କର୍ମର ଶୀକାର ହୋଇଥିବା ପୀଡିତାଙ୍କୁ ନ୍ୟାୟ ଦେବାକୁ ବିଜେଡିର ଦାବି

କୋରାପୁଟ ଜିଲ୍ଲା ଲମତାପୁଟର ଗୁନେଇପଦା ଏସ୍ ଟି-ଏସ୍ ସି ବାଳିକା ଛାତ୍ରାବାସରେ ଜଣେ ନାବାଳିକା ଦୁଷ୍କର୍ମର ଶୀକାର ହୋଇଥିବା ପ୍ରସଙ୍ଗରେ ଆଜି ବିଜେଡିର ଏକ ମହିଳା ପ୍ରତିନିଧି ଦଳ ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଅଧ୍ୟକ୍ଷାଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।…

କୋଟିଆ ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା; ସ୍ଥିତି ଅନୁଧ୍ୟାନ ପାଇଁ ଗଠିତ ହେବ କମିଟି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମ ପଞ୍ଚାୟତ ସଂପର୍କରେ ସମୀକ୍ଷା କରି ସାମ୍ପ୍ରତିକ ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏକ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବୈଠକରେ ଏ ସଂପର୍କରେ ବିସ୍ତୃତ ଆଲୋଚନା…

କୋରାପୁଟ ଜିଲ୍ଲାକୁ ମିଳିଲା ପିଏମ ଏକ୍ସିଲେନସ୍ ଆୱାର୍ଡ

କୋରାପୁଟ ଜିଲ୍ଲାକୁ ମିଳିଲା ସମ୍ମାନ । ୨୦୨୪ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାରେ ଉଲ୍ଲେଖନୀୟ ଓ ସଫଳତା ରୂପାୟନ ପାଇଁ ଆଜି କୋରାପୁଟ ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ଏକ୍ସିଲେନସ-୨୦୨୫ ଆଓ୍ବାର୍ଡରେ ସମ୍ମାନିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।…

ଅନ୍ଧାରରେ ପଦ୍ମଶ୍ରୀ କମଳା ପୂଜାରୀଙ୍କ ଘର

କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍ ପାତ୍ରପୁଟ ଗାଁରେ ଅନ୍ଧାରରେ ଅଛି ପଦ୍ମଶ୍ରୀ କମଳା ପୂଜାରୀଙ୍କ ଘର । ଦିନେ କି ଦୁଇଦିନ ନୁହେଁ ପ୍ରାୟ ସପ୍ତାହେ ଧରି ଅନ୍ଧାରରେ ଅଛନ୍ତି କମଳା ପୂଜାରୀଙ୍କ ପରିବାର । ଟଙ୍କା ନ ବାନ୍ଧିବାରୁ TPSODL…

କୋରାପୁଟରେ ମହେଶ ବାବୁ, ପ୍ରିୟଙ୍କା ଚୋପ୍ରା ଅଭିନୀତ ଫିଲ୍ମର ସୁଟିଂ ଆରମ୍ଭ

ଏସ ଏସ ରାଜମୌଲିଙ୍କ ଆଗାମୀ ଫିଲ୍ମ ‘ଏସଏସଏମବି୨୯’ ପାଇଁ କୋରାପୁଟର ସେମିଲିଗୁଡ଼ା ବ୍ଲକ ଅନ୍ତର୍ଗତ ମନୋରମ ତଳମାଳି ପାହାଡ଼ରେ ସୁଟିଂ ଆରମ୍ଭ ହୋଇଛି । ସାଉଥ୍‌ର ପ୍ରଖ୍ୟାତ ନିର୍ଦ୍ଦେଶକ ଏସଏସ୍‌ ରାଜାମୌଲୀ, ଦକ୍ଷିଣ ସୁପରଷ୍ଟାର ମହେଶ ବାବୁ ଓ ଟିମ୍‌ର ଅନ୍ୟ…