Tag: Konark Sun Temple Land

Konark Land Recovery: ସରକାରୀ ଖାତାକୁ ଫେରିଲା କୋଣାର୍କର ୧୧ ଏକର ଜମି

ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ନିକଟସ୍ଥ ବହୁମୂଲ୍ୟ ଜମିକୁ ନେଇ ଆସିଛି ଏକ ବଡ଼ ଐତିହାସିକ ରାୟ । ଜବରଦଖଲକାରୀଙ୍କ ନିକଟରୁ ପ୍ରାୟ ୧୧ ଏକରରୁ ଊର୍ଦ୍ଧ୍ୱ ସରକାରୀ ଜମି ପୁନର୍ବାର ସରକାରୀ ଖାତାକୁ ଫେରିଆସିଛି । କୋଣାର୍କ ହେଲିପ୍ୟାଡ୍…