ତାଜା ଖବର ରାଜ୍ୟ Tribal Youth Assaulted Over Cow Protection: ଆଦିବାସୀ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା; ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ଘେରିଲେ ୫ ହଜାରରୁ ଅଧିକ ଆଦିବାସୀ November 2, 2026 Papirani ସୁନ୍ଦରଗଡ଼ ଜିଲ୍ଲା କୋଇଡା ଥାନା ଅନ୍ତର୍ଗତ ଝାରବେଡା ଅଞ୍ଚଳରେ ଜଣେ ଆଦିବାସୀ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ପ୍ରତିବାଦରେ ଆଜି ୫ ହଜାରରୁ ଅଧିକ ଆଦିବାସୀ କୋଇଡା ଥାନା ଅଫିସ୍ ଘେରିଛନ୍ତି। ସୂଚନା ଅନୁଯାୟୀ; ଗୋ ରକ୍ଷା ନାମରେ ୨ ଦିନ…