Tag: Kerala

କେରଳର ଭୂସ୍ଖଳନରେ ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ

କେରଳ ୱାଏନାଡରେ ଭୟଙ୍କର ଭୂସ୍ଖଳନରେ ନିଖୋଜ ଦୁଇ ଓଡ଼ିଆ ଡାକ୍ତରଙ୍କ ମଧ୍ୟରୁ ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କର ମୃତ୍ୟୁ ଖବର ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ତାଙ୍କ…

ମିଳିଲା ଓ୍ବାଏନାଡର ଭୂସ୍ଖଳନରେ ନିଖୋଜ ଡାକ୍ତର ବିଷ୍ଣୁଙ୍କ ମୃତଦେହ!

ଗତ ସୋମବାର ରାତିରେ କେରଳର ଓ୍ବାଏନାଡରେ ହୋଇଥିବା ପ୍ରଳୟଙ୍କରୀ ଭୂସ୍ଖଳନରେ ନିଖୋଜ ଥିବା ଦୁଇ ଓଡ଼ିଆ ଡାକ୍ତରଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି । ଡାକ୍ତର ବିଷ୍ଣୁ ପ୍ରସାଦ ଚିନାରାଙ୍କ ମୃତଦେହ ମିଳିଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ…

ୱାଏନାଡ ଭୂସ୍ଖଳନରେ ୧୦୬କୁ ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା

କେରଳ ୱାୟନାଡରେ ଭୀଷଣ ବର୍ଷା ଯୋଗୁ ହୋଇଥିବା ଭୟଙ୍କର ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ୧୦୬କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା ଆହୁରୀ ବଢ଼ିବା ଆଶଙ୍କା ରହିଛି । ଏବେବି ମଧ୍ୟ ମାଟି ଅତଡ଼ା ତଳେ ବହୁତ ଲୋକ ଚାପି ହୋଇ…

ୱାଏନାଡ଼ରେ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୫୪କୁ ବୃଦ୍ଧି

କେରଳରେ ୱାଏନାଡ଼ରେ ଭୀଷଣ ବର୍ଷା ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୫୪ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ଏହାସହ ମାଡ଼ି ଅତଡ଼ା ତଳେ ୧୦୦ରୁ ଅଧିକ ଲୋକ ଫସିରହିଥିବା ଆଶଙ୍କା କରାଯାଉଛି। ସେମାନଙ୍କୁ ଉଦ୍ଧାର ପାଇଁ…

ୱାଏନାଡ଼ରେ ଭୂସ୍ଖଳନ: ୧୯ ମୃତ

କେରଳର ୱାଏନାଡ଼ରେ ଲଗାଣ ବର୍ଷା ପରେ ଭୟଙ୍କର ଭୂସ୍ଖଳନ ହୋଇଛି। ୧୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ଲୋକ ମାଟି ତଳେ ଫଶିରହିଥିବା ସୂଚନା ମିଳିଛି। ପ୍ରଥମେ ରାତି ୨ଟାରେ ଓ ପରେ ସକାଳ ପ୍ରାୟ ୪ଟାରେ ଆଉ ଏକ…

ହାତୀ ଆକ୍ରମଣରେ ଚାଲିଗଲା କ୍ୟାମେରାମ୍ୟାନଙ୍କ ଜୀବନ

ଜଙ୍ଗଲି ହାତୀ ଆକ୍ରମଣରେ ବୁଧବାର କେରଳର ପାଲକ୍କଡ ଜିଲ୍ଲାରେ ଖବର ସଂଗ୍ରହ ବେଳେ ଗୋଟିଏ ପ୍ରମୁଖ ମାଲାୟାଲମ୍ ନ୍ୟୁଜ୍ ଚ୍ୟାନେଲର ଜଣେ ୩୪ ବର୍ଷୀୟ କ୍ୟାମେରାମ୍ୟାନ ପ୍ରାଣ ହରାଇଛନ୍ତି। ଚ୍ୟାନେଲ ସୂତ୍ରରୁ ପ୍ରକାଶ ଯେ, ମାତୃଭୂମି ନ୍ୟୁଜ୍ ରେ କାମ କରୁଥିବା…