ରାଜ୍ୟ ଡିଏମ୍ଏଫ୍ ଦୁର୍ନୀତିର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ January 7, 2025 Papirani ମୋହନ ସରକାର ବିଜୁ ଜନତା ଦଳ ସରକାରର କେଳେଙ୍କାରୀର ତଦନ୍ତ ପାଇଁ ଆଗ୍ରହୀ ନଥିବା ସ୍ପଷ୍ଟ ହୋଇଯାଇସାରିଛି । ମନ୍ତ୍ରୀମାନେ ଦୁର୍ନୀତି କଥା କହୁଛନ୍ତି । କିନ୍ତୁ ଦୁର୍ନୀତିଖୋରଙ୍କୁ ସମସ୍ତଙ୍କ ସାମ୍ନାକୁ ଆଣିବା ପାଇଁ ସାମାନ୍ୟତମ ପ୍ରୟାସ ବି କରୁନାହାନ୍ତି ।…
ରାଜ୍ୟ ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଖଣି ଅଧିକାରୀଙ୍କୁ ଭିଜିଲାନ୍ସର ଗିରଫ November 28, 2024 Sitaram Senapati ଆୟବର୍ହିଭୂତ ସମ୍ପତ୍ତି ଜମା କରି ରଖିଥିବା ଅଭିଯୋଗରେ ଆଜି କେଉଁଝରରେ ଜଣେ ସହକାରୀ ଖଣି ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ସର୍ଚ୍ଚ ଅପରେସନ ବେଳେ ଜୁନିୟର ମାଇନିଂ ଅଫିସର ପଦ୍ମନାଭ ହୋତାଙ୍କ ନିକଟରୁ ଭୁବନେଶ୍ୱରର ୫୮୦୦ ବର୍ଗଫୁଟ ଅଞ୍ଚଳରେ ଥିବା ଗୋଟିଏ…
ତାଜା ଖବର ରାଜ୍ୟ ଭିଜିଲାନ୍ସ ଜାଲରେ କେନ୍ଦୁଝର କନିଷ୍ଠ ଖଣି ଅଧିକାରୀ November 27, 2024 Papirani ଭିଜିଲାନ୍ସ ଜାଲରେ କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି କେନ୍ଦୁଝର କନିଷ୍ଠ ଖଣି ଅଧିକାରୀ ପଦ୍ମନାଭ ହୋତାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ଏକକାଳୀନ ୭ଟି ସ୍ଥାନରେ ରେଡ୍ କରିଛି…
ତାଜା ଖବର ରାଜନୀତି ରାଜ୍ୟ ଖଣି ବେପାର ପାଇଁ ମୁହାଁମୁହିଁ ହେଲେ ମନ୍ତ୍ରୀ ଓ ବିଧାୟକ November 2, 2024 Papirani ଖଣି ସମୃଦ୍ଧ କେନ୍ଦୁଝର ଜିଲ୍ଲା ଏବେ ପୁଣି ଥରେ ରାଜନୈତିକ ପଶାପାଲିର ଶିକାର ହେବାକୁ ଯାଉଛି । ନବୀନ ସରକାରଙ୍କ ଅମଳରେ ଯେଉଁ ଫର୍ମୁଲାରେ ବିଜୁ ଜନତା ଦଳ କୋଟିକୋଟି ଟଙ୍କା ଲୁଟି ଥିଲା, କ୍ଷମତା ପରିବର୍ତ୍ତନ ପରେ ଏବେ ଭାରତ…
ତାଜା ଖବର ରାଜ୍ୟ ଜେଏସଡବ୍ଲ୍ୟୁ ଓ ପୋସ୍କୋ ମିଳିତ ଭାବେ କେନ୍ଦୁଝରରେ କରିବେ ମେଗା ଷ୍ଟିଲ ପ୍ଲାଣ୍ଟ November 1, 2024 Papirani କେନ୍ଦୁଝରରେ ଖୁବଶୀଘ୍ର ପ୍ରତିଷ୍ଠା ହେବ ଷ୍ଟିଲପ୍ଲାଣ୍ଟ୍ । କେନ୍ଦୁଝରରେ ଜେଏସଡବ୍ଲ୍ୟୁ ଓ ପୋସ୍କୋ ମିଳିତ ଭାବେ କରିବେ ଷ୍ଟିଲପ୍ଲାଣ୍ଟ ବୋଲି ଆଜି କେନ୍ଦୁଝର ଗସ୍ତ ଅବସରରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଓଡ଼ିଶାର ବିକାଶ କେନ୍ଦୁଝରରୁ ଆରମ୍ଭ ହେବାକୁ…
ତାଜା ଖବର ରାଜନୀତି ରାଜ୍ୟ ଜନ୍ମମାଟିରେ କାଳୀ ପୂଜା ଓ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ November 1, 2024 Papirani କେନ୍ଦୁଝରକୁ ଦୁଇ ଦିନିଆ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ପ୍ରଥମ ଦିନରେ ନିଜ ଗାଁ ରାଇକଳାରେ କାଳୀ ପୂଜା ଓ ଦୀପାବଳି ଉତ୍ସବ ପାଳନ କରିଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ କାଳୀ…
ତାଜା ଖବର ରାଜନୀତି ରାଜ୍ୟ କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଗଠନ ହେଲା ଟାସ୍କଫୋର୍ସ October 15, 2024 Papirani ଖଣିଜ ସମ୍ପଦରେ ଭରା କେନ୍ଦୁଝରରେ ହେବ ମେଗା ଷ୍ଟିଲ ପ୍ଲାଣ୍ଟ । କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଟାସ୍କଫୋର୍ସ ଗଠନ ହୋଇଛି । ଟାସ୍କଫୋର୍ସର ଅଧ୍ୟକ୍ଷ ରହିଛନ୍ତି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା। ଶିଳ୍ପ…
ତାଜା ଖବର ରାଜନୀତି ରାଜ୍ୟ କେନ୍ଦୁଝରରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ; ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି October 14, 2024 Papirani ଦୁର୍ଗାପୂଜା ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କର ତିନି ଦିନିଆ କେନ୍ଦୁଝର ଗସ୍ତର ଆଜି ତୃତୀୟ ବା ଶେଷ ଦିନ । ଆଜି ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣିବା ଧାରା ଜାରି ରହିଛି। ବିଭିନ୍ନ ସ୍ଥାନକୁ ଗସ୍ତ ସମୟରେ ମଧ୍ୟ…
ତାଜା ଖବର ରାଜନୀତି ରାଜ୍ୟ ତିନି ଦିନଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ September 20, 2024 Papirani ଆଜିଠୁ ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ନିଜ ଗାଁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀ ଭୁବନେଶ୍ଵରରୁ ସ୍ଵତନ୍ତ୍ର ବିମାନ ଯୋଗେ ବାହାରି ଦିନ ୧୧…
ତାଜା ଖବର ରାଜ୍ୟ ଜେଲ୍ ଅଧୀକ୍ଷକଙ୍କ ପୁଳା ପୁଳା ସମ୍ପତ୍ତି ଠାବ September 6, 2024 Nirvay କେନ୍ଦୁଝର ଜେଲ୍ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁଙ୍କ ପୁଳା ପୁଳା ସମ୍ପତ୍ତି ଠାବ ହୋଇଛି। ଭୁବନେଶ୍ବର ଲକ୍ଷ୍ମୀସାଗରରେ ଦେଢ଼ କୋଟି ମୂଲ୍ୟର ୪ ମହଲା କୋଠା ଠାବ ହୋଇଛି। ଭୁବନେଶ୍ବର, ବଲାଙ୍ଗିର ଓ ଢେଙ୍କାନାଳରେ ୪ଟି ବାସୋପଯୋଗୀ ପ୍ଲଟ୍ ରହିଛି। ଏଥିସହ ୧୦…