Tag: Kathajodi Railway Track

Police ASI’s Body Found On Railway Track: କଟକ କାଠଯୋଡ଼ି ରେଳଧାରଣାରୁ ପୋଲିସ ASIଙ୍କ ମୃତଦେହ ଉଦ୍ଧାର

କଟକ କାଠଯୋଡ଼ି ନିକଟସ୍ଥ ରେଳଧାରଣାରୁ ଜଣେ ପୋଲିସ ସହକାରୀ ଉପ-ନିରୀକ୍ଷକ (ASI)ଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପୋଲିସ ଅଧିକାରୀ ଜଣକ ହେଉଛନ୍ତି ଜିତେନ୍ଦ୍ର ସାମନ୍ତରାୟ, ଯାହାଙ୍କ ଘର ବାଲୁଗାଁ ଅଞ୍ଚଳରେ । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜିତେନ୍ଦ୍ର…