Tag: Kamakhya Express

ଦୁର୍ଘଟଣାର ୨୪ ଘଣ୍ଟା ପରେ ନିର୍ଗୁଣ୍ଡିରେ ରେଳ ଚଳାଚଳ ହେଲା ସ୍ୱାଭାବିକ

କଟକ ନିର୍ଗୁଣ୍ଡି ଷ୍ଟେସନରେ ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସ ଦୁର୍ଘଟଣାର ୨୪ ଘଣ୍ଟା ପରେ ସ୍ୱାଭାବିକ ହୋଇଛି ଟ୍ରେନ ଚଳାଚଳ। ଟ୍ରାକ୍ ମରାମତି କାର୍ଯ୍ୟ ସମାପ୍ତ ହେବା ପରେ ରେଳ ଚଳାଚଳ ଆଜି ସ୍ୱାଭାବିକ ହୋଇଛି । ସୂଚନା ଯୋଗ୍ୟ; ଗତକାଲି ପୂର୍ବାହ୍ନ ୧୧ଟା…

ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସ ଲାଇନ୍‌ଚ୍ୟୁତ ଘଟଣା: ଜାରି ହେଲା ହେଲ୍ପଲାଇନ୍ ନମ୍ବର

ମଙ୍ଗୁଳି ଷ୍ଟେସନ ନିକଟ ନିର୍ଗୁଣ୍ଡିରେ କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ଲାଇନ୍‌ଚ୍ୟୁତ ପରେ ଜାରି ହେଲା ହେଲ୍ପଲାଇନ୍ ନମ୍ବର । ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି । ଜାରି ହୋଇଥିବା ହେଲ୍ପଲାଇନ୍ ନମ୍ବର ହେଲା:- -କଟକ ପାଇଁ…

ମଙ୍ଗୁଳି ଷ୍ଟେସନ ନିକଟରେ କାମାକ୍ଷା ଏକ୍ସପ୍ରେସ୍ ଲାଇନ୍‌ଚ୍ୟୁତ; ଜଣେ ମୃତ, ୭ ଯାତ୍ରୀ ଆହତ

କାମାକ୍ଷା ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ । ଚୌଦ୍ଵାର ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସ୍‌ର ୧୧ଟି ବଗି ଲାଇନ୍‌ଚ୍ୟୁତ ହୋଇଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଉଦ୍ଧାର…