Tag: Junior Revenue Assistant

Recruitment of Junior Revenue Assistant Posts: ରାଜ୍ୟରେ ୧୩୬୩ କନିଷ୍ଠ ରାଜସ୍ୱ ସହାୟକ ପଦବୀ ପାଇଁ ନିଯୁକ୍ତିକୁ ମଞ୍ଜୁରୀ

ଓଡ଼ିଶା ସରକାର ୩୦ଟି ଜିଲ୍ଲାରେ କନିଷ୍ଠ ରାଜସ୍ୱ ସହାୟକ ପଦବୀ ପାଇଁ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ରାଜସ୍ୱ ପ୍ରଶାସନକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାର ରାଜ୍ୟବ୍ୟାପୀ ୧,୩୬୩ କନିଷ୍ଠ ରାଜସ୍ୱ ସହାୟକ (JRA) ପଦବୀରେ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ଅର୍ଥ…