ତାଜା ଖବର ରାଜ୍ୟ Cuttack BaliJatra Accident: କଟକ ବାଲିଯାତ୍ରାରେ ଦୋଳି ଅଚଳ; ୫୦ ଫୁଟ୍ ଉପରେ ଫସିଲେ ଲୋକ November 13, 2025 Papirani ଐତିହାସିକ କଟକ ବାଲିଯାତ୍ରାରେ ବୁଧବାର ରାତିରେ ଅଘଟଣ ଘଟିଛି । ଦୋଳି ମଜା ଉଠାଉଥିବା ବେଳେ ଦୋଳି ହୋଇଗଲା ଅଚଳ । ଯାନ୍ତ୍ରିକ ତ୍ରୁଟି କାରଣରୁ ଦୋଳି ଉପରକୁ ଉଠିଥିବା ବେଳେ ଦୋଳି ବନ୍ଦ ହୋଇ ଯାଇଥିଲା । ଯାହାଫଳରେ ୫୦…