Tag: Jitu Munda

Skeleton Case in Keonjhar: ବ୍ୟାଙ୍କକୁ ଭଉଣୀର କଙ୍କାଳ ନେଇ ଯିବା ଘଟଣା; ଜିତୁ ମୁଣ୍ଡାଙ୍କ ଘରେ RDC

ଭଉଣୀର କଙ୍କାଳକୁ ବ୍ୟାଙ୍କ ବୋହି ନେବା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆରଡିସି ତଦନ୍ତ ଆରମ୍ଭ ହୋଇଛି । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଅନ୍ତର୍ଗତ ମଲ୍ଲିପଶି ଗ୍ରାମରେ ଜିତୁ ମୁଣ୍ଡାଙ୍କ ଘରେ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ସହ ଉତ୍ତରାଞ୍ଚଳ ଆରଡିସି…