Tag: Jajpur

ମାଲକାନଗିରି ପରେ ଯାଜପୁରରେ ମାଆ ହେଲେ ଜଣେ ଦଶମ ଛାତ୍ରୀ

ସାରା ରାଜ୍ୟରେ ଚଳିତ ବର୍ଷ ମାଟ୍ରିକ ଚାଲିଥିବା ବେଳେ ପ୍ରସବ କଲେ ଆଉ ଜଣେ ମାଟ୍ରିକ ପରୀକ୍ଷାର୍ଥୀ । ଯାଜପୁର ବରୀ ବ୍ଲକ ଅଞ୍ଚଳରେ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି ଦଶମ ଶ୍ରେଣୀ ଛାତ୍ରୀ। ଉଭୟ ନାବାଳିକା ଓ ଶିଶୁକନ୍ୟା ଯାଜପୁର…

ବାର୍ଦ୍ଧକ୍ୟ ଭତ୍ତା ଦୁର୍ନୀତି ମାମଲା: ୮୯୪ ଜଣ ଅଯୋଗ୍ୟଙ୍କୁ ଟଙ୍କା ଫେରାଇବାକୁ ନୋଟିସ୍

ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ବାର୍ଦ୍ଧକ୍ୟ ଭତ୍ତା କେଳେଙ୍କାରୀ ମାମଲାରେ ଭତ୍ତା ହାତେଇଥିବା ୮୯୪ ଜଣ ଅଯୋଗ୍ୟଙ୍କୁ ବିଡିଓଙ୍କ ନୋଟିସ୍ । ୨୯ଟି ପଞ୍ଚାୟତର ୮୯୪ ଅଯୋଗ୍ୟଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ୧୦ ହଜାର ୫୦୦ ଟଙ୍କା ଲେଖାଏଁ…

ଯଯାତୀ କେଶରୀ ମେଡ଼ିକାଲ କଲେଜର ନାଁ ହେବ ପରିବର୍ତ୍ତନ: ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଯଯାତୀ କେଶରୀ ମେଡ଼ିକାଲ କଲେଜର ନାଁ ପରିବର୍ତ୍ତନ କରାଯାଇ ମହାରାଜ ଯଯାତୀ କେଶରୀ ମେଡ଼ିକାଲ କଲେଜ ନାଁରେ ନାମିତ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଶାସନିକ ଭବନ ପଡିଆରେ ଅନୁଷ୍ଠିତ ଯାଜପୁର ଜିଲ୍ଲା ମହୋତ୍ସବ ଯଯାତି…

ଭିଜିଲାନ୍ସ ଜାଲରେ ସୁକିନ୍ଦା ଥାନା ଏସଆଇ ଅଭୟ ନାୟକ

ଭିଜିଲାନ୍ସ ଜାଲରେ ସୁକିନ୍ଦା ଥାନା ଏସଆଇ । ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ ଏସଆଇ ଅଭୟ ନାୟକଙ୍କୁ ଧରିଛି ଭିଜିଲାନ୍ସ । ନୀଳାଚଳ ଇସ୍ପାତ କାରଖାନା ଆଗରେ ଧରାପଡ଼ିଲେ ଲାଞ୍ଚୁଆ ଏସଆଇ । ସ୍ବାମୀ ସ୍ତ୍ରୀଙ୍କ ପାରିବାରିବ ବିବାଦର ସମାଧାନ…

ଯାଜପୁର ଜିଲ୍ଲାପାଳ ଅଫିସ୍‌ ଆଗରେ ମହିଳାଙ୍କ ଗର୍ଜନ

ଯାଜପୁର ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଶତାଧିକ ମହିଳାଙ୍କ ବିକ୍ଷୋଭ । ବିଭିନ୍ନ ଦଫା ଦାବି ନେଇ ମିଶନ ଶକ୍ତିର ହଜାର ହଜାର ମହିଳାଙ୍କ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରି ସେମାନେ ପ୍ରତିବାଦ ଜଣାଇଛନ୍ତି…

ପାଣିକୋଇଲିରେ ଲୁଟ୍‌ ଉଦ୍ୟମ ବେଳେ ଗୁଳିମାଡ଼; ୨ ମୃତ

ଯାଜପୁର ପାଣିକୋଇଲିରେ ଲୁଟ୍ ଉଦ୍ୟମ ହୋଇଥିବା ଗୁଳିମାଡ଼ରେ ଦୁଇ ଜଣ ମୃତ୍ୟୁବରଣ କରିଛନ୍ତି । ସୁନା ଦୋକାନରୁ ଲୁଟ୍ ଉଦ୍ୟମ ବେଳେ ପ୍ରତିରୋଧ ବେଳେ ଦୁଇ ଜଣଙ୍କୁ ଗୁଳିମାଡ଼ ହୋଇଥିଲା । ପାଣିକୋଇଲି ବଜାରକୁ ବାଇକ୍‌ରେ ଆସିଥିଲେ ଦୁର୍ବୃତ୍ତ। ଜଣଙ୍କୁ ସ୍ଥାନୀୟ…

ପୁରୁଣା ସ୍ଥାନରେ ଖୋଲିଲା ବିରଜା ହାଟ

ବିଭିନ୍ନ ବାଦବିବାଦ ପରେ ଆଜି ପୁରୁଣା ସ୍ଥାନରେ ହିଁ ଖୋଲିଛି ବିରଜା ହାଟ। ଆଜି ସକାଳୁ ଚାଷୀ ଏବଂ ବ୍ୟବସାୟୀ ମାନେ ପୂର୍ବଭଳି ବିରଜା ହାଟକୁ ଆସି ବ୍ୟବସାୟ କରିଛନ୍ତି। ବିରଜା ପ୍ରକଳ୍ପ ପାଇଁ ହାଟ ସ୍ଥାନାନ୍ତରଣ ନିଷ୍ପତ୍ତି ପରେ ଚାଷୀଙ୍କ…

ବିଜେଡି ଛାଡିଲେ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ସଭାପତି ଜଳଧର ସାହୁ

ବିଜେଡିକୁ ପୁଣି ଲାଗିଲା ଝଟକା । ବିଜେଡି ଛାଡିଲେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ସଭାପତି ଜଳଧର ସାହୁ। ଅସୁସ୍ଥତା କାରଣ ଦର୍ଶାଇ ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଇସ୍ତଫାପତ୍ର ଜିଲ୍ଲା ବିଜେଡି ସଭାପତି ସରୋଜ…

ଯାଜପୁର: ପୁରୁଣା ସ୍ଥାନକୁ ଫେରିବ ବିରଜା ହାଟ

ପୁରୁଣା ସ୍ଥାନକୁ ଫେରିବ ବିରଜା ହାଟ। ବିରଜା ହାଟକୁ ନେଇ ଯାଜପୁର ଜିଲାପାଳଙ୍କ ବଡ଼ ନିଷ୍ପତ୍ତି। ରବିବାରଠାରୁ ପୁରୁଣା ସ୍ଥାନରେ ବସିବ ବିରଜା ହାଟ। ୧୧ ମାସ ତଳେ ସନ୍ଥମାଧବକୁ ସ୍ଥାନାନ୍ତର ହୋଇଥିଲା ବିରଜା ହାଟ। ପୁରୁଣା ସ୍ଥାନକୁ ଫେରିବା ପାଇଁ…

ବବି ଦାସ ଭାଇ ଭବ ଦାସ ନାଁରେ ଆଉ ଏକ ମାମଲା ରୁଜୁ

ବିରଜା ହାଟକୁ ନେଇ ଯାଜପୁର ରାଜନୀତି ପାଣିପାଗ ଏବେ ବେସ୍ ସରଗରମ ରହିଛି । ବବି ଦାସଙ୍କ ଭାଇ ଭବ ପ୍ରସାଦ ଦାସଙ୍କ ନାଁରେ ରୁଜୁ ହେଲା ଆଉ ଏକ ମାମଲା । ଭବ ପ୍ରସାଦ ଦାସ (ଲଲ)ଙ୍କ ନାଁରେ ଜାତିଆଣ…