ତାଜା ଖବର ରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ପୋଲିସ ବ୍ୟାରେକ୍ରେ ଚଢ଼ାଉ; ୩ ଆଇଆରବି ଯବାନ ଗିରଫ March 25, 2025 Papirani ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୩ ଆଇଆରବି ଯବାନ ଗିରଫ । ମନମୁଣ୍ଡା ପୋଲିସ ବ୍ୟାରେକ୍ରେ ଚଢ଼ାଉ କରି ଗିରଫ । ମନମୁଣ୍ଡା ଥାନା ପୋଲିସ ବାରାକରୁ ୩ ଯବାନଙ୍କ ପାଖରୁ ୧୫ କେଜି ଗଞ୍ଜେଇ ଜବତ କରିଛି ପୋଲିସ ।…