Tag: Iran-US War

Stock Market Crash: ଇରାନ-ଆମେରିକା ଯୁଦ୍ଧ ପ୍ରଭାବରେ ଖସିଲା ଭାରତୀୟ ସେୟାର ବଜାର 

ଇରାନ-ଆମେରିକା ଯୁଦ୍ଧ ପ୍ରଭାବରେ ଖସିଲା ଭାରତୀୟ ସେୟାର ବଜାର। ଷ୍ଟକ୍ ମାର୍କେଟ୍ ଖୋଲିବା ମାତ୍ରେ କ୍ରାସ୍ ହୋଇଯାଇଛି । ସେନସେକ୍ସ ୨,୭୪୩ ପଏଣ୍ଟ କିମ୍ବା ୩.୩୪% ହ୍ରାସ ପାଇ ୭୮,୫୪୩.୭୩ ରେ ଖୋଲିଛି, ଯେତେବେଳେ ନିଫ୍ଟି ୫୧୯ ପଏଣ୍ଟ କିମ୍ବା ୨.୦୬%…