ତାଜା ଖବର ଦେଶ ବ୍ୟବସାୟ ଏକଜିଟ୍ ପୋଲ୍ ରିପୋର୍ଟ ପରେ ରେକର୍ଡ ସୃଷ୍ଟି କଲା ସେୟାର ମାର୍କେଟ June 3, 2024 Papirani ନିର୍ବାଚନ ଫଳଫଳ ପୂର୍ବରୁ ହୋଇଥିବା ଏକଜିଟ ପୋଲ ଆକଳନ ପରେ ପରେ ରେକର୍ଡ ସୃଷ୍ଟି କରିଛି ସେୟାର ମାର୍କେଟ । ଆଜି ବଜାର ଖୋଲିବା ମାତ୍ରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୁଚକାଙ୍କ ସେନସେକ୍ସ ୨,୬୨୧.୯୮ ପଏଣ୍ଟ କିମ୍ବା ୩.୫୫ ପ୍ରତିଶତ ବୃଦ୍ଧି…