ରାଜ୍ୟ ଭୁବନେଶ୍ୱର ଇନଫୋସିଟି ଅଞ୍ଚଳ ରେ ପୁଣି ଆଉ ଏକ ଡକାୟତି November 10, 2024 Nirvay ପୁଣି ଥରେ ଭୁବନେଶ୍ୱରରେ ଡକାୟତମାନେ ହଇଚଇ ସୃଷ୍ଟି କରିଛନ୍ତି। ଏଥର ଶନିବାର ରାତିରେ ଇନଫୋସିଟି ଥାନା ନିକଟସ୍ଥ ଶ୍ରୀ ଗଣେଶ ବିହାର ଅଞ୍ଚଳରେ ଥିବା ଏକ ଘରୁ ଚୋରମାନେ ପ୍ରାୟ ୨୦ ଭରି ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ଚୋରି…