ତାଜା ଖବର ଦେଶ ବିଶ୍ୱ Saudi Bus Accident: ସାଉଦି ଆରବ ମଦିନା ନିକଟରେ ଜଳିଗଲା ବସ୍; ୪୨ଭାରତୀୟ ଜୀବନ୍ତ ଦଗ୍ଧ November 17, 2025 Papirani ସାଉଦି ଆରବ ମଦିନା ନିକଟରେ ଜଳିଗଲା ବସ୍ । ଡିଜେଲ୍ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ପରେ ଜଳିଗଲା ବସ୍ । ମଦିନା ନିକଟରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଏକ ଡିଜେଲ ଟ୍ୟାଙ୍କର ସହିତ ଧକ୍କା ଦେବାରୁ ଅତି…