ତାଜା ଖବର ଦେଶ ରାହୁଲ ନବୀନ ଇଡିର ନୂଆ ନିର୍ଦ୍ଦେଶକ August 14, 2024 Nirvay ରାହୁଲ ନବୀନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ନୂଆ ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ୧୯୯୩ ବ୍ୟାଚ ଆଇଆରଏସ ଅଫିସର ରାହୁଲ ନବୀନଙ୍କ ନିଯୁକ୍ତିକୁ କ୍ୟାବିନେଟ୍ କମିଟିର ମଞ୍ଜୁରୀ ମିଳିଛି। ସେ ଇଡିର କାର୍ଯ୍ୟକାରୀ ମୁଖ୍ୟ ଭାବେ କାମ କରୁଥିଲେ। ତାଙ୍କୁ…
ତାଜା ଖବର ଦେଶ ଦେଶବାସୀଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି August 14, 2024 Nirvay ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଅଭିଭାଷଣ ଦେଇଛନ୍ତି । ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି। ସେ କହିଛନ୍ତି ଦେଶ ବିଦେଶରେ ଆମେ ସ୍ବତନ୍ତ୍ରତା ଦିବସ ପାଳନ କରିବାକୁ ଯାଉଛୁ। ବଳୀଦାନ ଦେଇଥିବା ମହାପୁରୁଷଙ୍କୁ ପ୍ରଣାମ କରିବା।…
ତାଜା ଖବର ଦେଶ ୨୦୩୬ ସୁଦ୍ଧା ଦେଢ଼ଶହ କୋଟି ଟପିଯିବ ଭାରତର ଲୋକସଂଖ୍ୟା August 13, 2024 Papirani ଭାରତରେ ବଢ଼ୁଥିବା ଲୋକସଂଖ୍ୟା ଦୃଷ୍ଟିରୁ ୨୦୩୬ ସୁଦ୍ଧା ଦେଶରେ ଲୋକସଂଖ୍ୟା ଦେଢ଼ଶହ କୋଟି ଟପିବବୋଲି ଆକଳନ କରାଯାଇଛି। କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ଆସନ୍ତା ୨୦୩୬ ମସିହାରେ ଭାରତର ଲୋକସଂଖ୍ୟା ହେବ ୧୫୨ କୋଟି ୨୦ ଲକ୍ଷକୁ ଟପିବ। ତେବେ…
ଖେଳ ଦେଶ ପାରା ବ୍ୟାଡମିଣ୍ଟନ ଖେଳାଳୀ ପ୍ରମୋଦ ଭଗତ ନିଲମ୍ବିତ August 13, 2024 Nirvay ପାରା ବ୍ୟାଡମିଣ୍ଟନ ଖେଳାଳୀ ପ୍ରମୋଦ ଭଗତ ନିଲମ୍ବିତ ହୋଇଛନ୍ତି । ୧୮ ମାସ ପାଇଁ ପ୍ରମୋଦ ନିଲମ୍ବିତ କରିଛି ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ। ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ନିଲମ୍ବିତ କରାଯାଇଛି । ୨୦୨୪ ପ୍ୟାରିସ ପାରା ଅଲିମ୍ପିକ୍ସରେ ପ୍ରମୋଦ…
ଖେଳ ତାଜା ଖବର ବିଶ୍ୱ ନୀରଜ ଚୋପ୍ରା ରୌପ୍ୟ ପଦକରେ ସନ୍ତୁଷ୍ଟ; ଇତିହାସ ରଚିଲେ ନଦୀମ August 9, 2024 Nirvay ଚଳିତ ସିଜନର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ୱେ ଟୋକିଓ ଅଲିମ୍ପିକ୍ସର ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଜାଭେଲିନ ଥ୍ରୋରେ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି । ଗତ କିଛି ମାସ ମଧ୍ୟରେ ଆଘାତ ଯୋଗୁଁ ବହୁ ଘାତ, ପ୍ରତିଘାତ ମଧ୍ୟରେ…
ଖେଳ ଦେଶ ଆଜିଠୁ ଭାରତର ପ୍ୟାରିସ୍ ଅଭିଯାନ July 25, 2024 Nirvay ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଆଜିଠୁ ଅଭିଯାନ ଆରମ୍ଭ କରିବ ଭାରତ । ଅଲିମ୍ପିକ୍ସ ମହାକୁମ୍ଭ ୨୬ ଜୁଲାଇରେ ଉଦଘାଟନ ହେବାକୁ ଥିବାବେଳେ ଭାରତୀୟ ଖେଳାଳିମାନେ ୨୫ରୁ ଅଭିଯାନ ଆରମ୍ଭ କରିବେ । ଆର୍ଚେରୀ ଟିମ୍ ଇଭେଣ୍ଟରୁ ଅଭିଯାନ ଆରମ୍ଭ କରିବ ଭାରତ…
ଖେଳ ତାଜା ଖବର ଦେଶ ବିଶ୍ୱ ପାକିସ୍ତାନରେ ଚମ୍ପିଆନ୍ସ ଟ୍ରଫି ଖେଳିବା ପାଇଁ ନ ଯାଇପାରେ ଭାରତୀୟ ଟିମ୍ July 11, 2024 Papirani ଆସନ୍ତା ବର୍ଷ ପାକିସ୍ତାନରେ ଚମ୍ପିଆନ୍ସ ଟ୍ରଫି ଅନୁଷ୍ଠିତ ହେବ ଏବଂ ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ପାକିସ୍ତାନ ଯିବା ଉପରେ ସନ୍ଦେହ ରହିଛି । ପାକିସ୍ତାନ ବଦଳରେ ଶ୍ରୀଲଙ୍କା କିମ୍ବା ଦୁବାଇରେ ମ୍ୟାଚ କରାଇବାକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ ଅନୁରୋଧ…
ରାଜ୍ୟ ଚାମ୍ପିଅନ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ June 30, 2024 Nirvay ବିଶ୍ୱ ଚାମ୍ପିୟନ ହୋଇ ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଜିତିଥିବା ଭାରତୀୟ କ୍ରିକେଟ ଦଳକୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି। ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କୁ ଅଭିନନ୍ଦନ ଜଣାଇବା ସହ ଏହି ବିଜୟ ୧୪୦…
ଖେଳ ତାଜା ଖବର ଟି-୨୦ ବିଶ୍ୱକପ୍ ଜିତିଲା ଭାରତ; କୋହଲିଙ୍କ ଅବସର ଘୋଷଣା June 30, 2024 Nirvay ବାର୍ବଡାସରେ ଇତିହାସ ରଚିଲା ଟିମ୍ ଇଣ୍ଡିଆ । ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍ ଜିତିଲା ଭାରତ । ଦଷିଣ ଆଫ୍ରିକାକୁ ୭ ରନ୍ରେ ପରାସ୍ତ କରି ଟାଇଟଲ୍ ହାତେଇଲା ଟିମ୍ ଇଣ୍ଡିଆ । ୨୦୦୭ ପରେ ୨୦୨୪ରେ ଟି-୨୦ ବିଶ୍ୱକପ୍…
ଖେଳ ତାଜା ଖବର ଦେଶ ବିଶ୍ୱ ଟି-୨୦ ବିଶ୍ବକପ୍ ଫାଇନାଲରେ ପହଞ୍ଚିଲା ଭାରତ June 28, 2024 Papirani ଇଂଲଣ୍ଡକୁ ହରାଇ ଟି-୨୦ ବିଶ୍ବକପ୍ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଦ୍ବିତୀୟ ସେମିଫାଇନାଲରେ ଇଂଲଣ୍ଡ ବିପକ୍ଷରେ ଭାରତ ଦମଦାର ବିଜୟ ହାସଲ କରିଛି । ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଇଂଲଣ୍ଡକୁ ୬୮…