ଦେଶ ଅଲିମ୍ପିକ୍ସ ପଦକ ବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ August 15, 2024 Nirvay ଆଜି ସାରା ଦେଶ ୭୮ତମ ସ୍ୱାଧୀନତା ଦିବସ ପାଳିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ୟାରିସ ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ ଖେଳାଳୀଙ୍କୁ ଭେଟିଛନ୍ତି । ପ୍ରଥମେ ଭାରତୀୟ ହକି ଦଳକୁ ମୋଦି ଭେଟିଥିଲେ । ଖେଳାଳୀମାନେ ପ୍ରଧାନମନ୍ତ୍ରୀଙ୍କୁ ନିଜର…
ଖେଳ ତାଜା ଖବର ଦେଶ ଦେଶର ସ୍ୱପ୍ନ ୨୦୩୬ରେ ଭାରତରେ ଅଲିମ୍ପିକ୍ସ ଆୟୋଜନ: ମୋଦୀ August 15, 2024 Papirani ଆଜି ଭାରତର ୭୮ ତମ ସ୍ୱାଧିନତା ଦିବସ ଅବସରରେ ଲାଲକିଲ୍ଲାରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ୟାରିସରେ ଅଲିମ୍ପିକ୍ସ ପଦକ ହାସଲ କରିଥିବା ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶରେ ଅଲିମ୍ପିକ୍ସକୁ ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ…
ତାଜା ଖବର ଦେଶ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ August 15, 2024 Nirvay ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୮ତମ ସ୍ୱାଧୀନତା ଦିବସରେ ଅବସରରେ ପତାକା ଉତ୍ତୋଳନ କରିବା ପରେ ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କରିଛନ୍ତି। ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ଏକାଦଶ ସ୍ୱାଧୀନତା ଦିବସର ଅଭିଭାଷଣ। ସ୍ବାଧୀନତା ସଂଗ୍ରାମୀଙ୍କ ନିକଟରେ ଦେଶବାସୀ ଋଣୀ। ଦେଶ ଗଠନରେ ଯବାନ…
ତାଜା ଖବର ଦେଶ ରାହୁଲ ନବୀନ ଇଡିର ନୂଆ ନିର୍ଦ୍ଦେଶକ August 14, 2024 Nirvay ରାହୁଲ ନବୀନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ନୂଆ ସ୍ବତନ୍ତ୍ର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ୧୯୯୩ ବ୍ୟାଚ ଆଇଆରଏସ ଅଫିସର ରାହୁଲ ନବୀନଙ୍କ ନିଯୁକ୍ତିକୁ କ୍ୟାବିନେଟ୍ କମିଟିର ମଞ୍ଜୁରୀ ମିଳିଛି। ସେ ଇଡିର କାର୍ଯ୍ୟକାରୀ ମୁଖ୍ୟ ଭାବେ କାମ କରୁଥିଲେ। ତାଙ୍କୁ…
ତାଜା ଖବର ଦେଶ ଦେଶବାସୀଙ୍କୁ ସମ୍ବୋଧିତ କଲେ ରାଷ୍ଟ୍ରପତି August 14, 2024 Nirvay ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଅଭିଭାଷଣ ଦେଇଛନ୍ତି । ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି। ସେ କହିଛନ୍ତି ଦେଶ ବିଦେଶରେ ଆମେ ସ୍ବତନ୍ତ୍ରତା ଦିବସ ପାଳନ କରିବାକୁ ଯାଉଛୁ। ବଳୀଦାନ ଦେଇଥିବା ମହାପୁରୁଷଙ୍କୁ ପ୍ରଣାମ କରିବା।…
ତାଜା ଖବର ଦେଶ ୨୦୩୬ ସୁଦ୍ଧା ଦେଢ଼ଶହ କୋଟି ଟପିଯିବ ଭାରତର ଲୋକସଂଖ୍ୟା August 13, 2024 Papirani ଭାରତରେ ବଢ଼ୁଥିବା ଲୋକସଂଖ୍ୟା ଦୃଷ୍ଟିରୁ ୨୦୩୬ ସୁଦ୍ଧା ଦେଶରେ ଲୋକସଂଖ୍ୟା ଦେଢ଼ଶହ କୋଟି ଟପିବବୋଲି ଆକଳନ କରାଯାଇଛି। କେନ୍ଦ୍ର ପରିସଂଖ୍ୟାନ ମନ୍ତ୍ରାଳୟ ରିପୋର୍ଟ ଅନୁସାରେ ଆସନ୍ତା ୨୦୩୬ ମସିହାରେ ଭାରତର ଲୋକସଂଖ୍ୟା ହେବ ୧୫୨ କୋଟି ୨୦ ଲକ୍ଷକୁ ଟପିବ। ତେବେ…
ଖେଳ ଦେଶ ପାରା ବ୍ୟାଡମିଣ୍ଟନ ଖେଳାଳୀ ପ୍ରମୋଦ ଭଗତ ନିଲମ୍ବିତ August 13, 2024 Nirvay ପାରା ବ୍ୟାଡମିଣ୍ଟନ ଖେଳାଳୀ ପ୍ରମୋଦ ଭଗତ ନିଲମ୍ବିତ ହୋଇଛନ୍ତି । ୧୮ ମାସ ପାଇଁ ପ୍ରମୋଦ ନିଲମ୍ବିତ କରିଛି ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ। ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ନିଲମ୍ବିତ କରାଯାଇଛି । ୨୦୨୪ ପ୍ୟାରିସ ପାରା ଅଲିମ୍ପିକ୍ସରେ ପ୍ରମୋଦ…
ଖେଳ ତାଜା ଖବର ବିଶ୍ୱ ନୀରଜ ଚୋପ୍ରା ରୌପ୍ୟ ପଦକରେ ସନ୍ତୁଷ୍ଟ; ଇତିହାସ ରଚିଲେ ନଦୀମ August 9, 2024 Nirvay ଚଳିତ ସିଜନର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ୱେ ଟୋକିଓ ଅଲିମ୍ପିକ୍ସର ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଜାଭେଲିନ ଥ୍ରୋରେ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି । ଗତ କିଛି ମାସ ମଧ୍ୟରେ ଆଘାତ ଯୋଗୁଁ ବହୁ ଘାତ, ପ୍ରତିଘାତ ମଧ୍ୟରେ…
ଖେଳ ଦେଶ ଆଜିଠୁ ଭାରତର ପ୍ୟାରିସ୍ ଅଭିଯାନ July 25, 2024 Nirvay ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଆଜିଠୁ ଅଭିଯାନ ଆରମ୍ଭ କରିବ ଭାରତ । ଅଲିମ୍ପିକ୍ସ ମହାକୁମ୍ଭ ୨୬ ଜୁଲାଇରେ ଉଦଘାଟନ ହେବାକୁ ଥିବାବେଳେ ଭାରତୀୟ ଖେଳାଳିମାନେ ୨୫ରୁ ଅଭିଯାନ ଆରମ୍ଭ କରିବେ । ଆର୍ଚେରୀ ଟିମ୍ ଇଭେଣ୍ଟରୁ ଅଭିଯାନ ଆରମ୍ଭ କରିବ ଭାରତ…
ଖେଳ ତାଜା ଖବର ଦେଶ ବିଶ୍ୱ ପାକିସ୍ତାନରେ ଚମ୍ପିଆନ୍ସ ଟ୍ରଫି ଖେଳିବା ପାଇଁ ନ ଯାଇପାରେ ଭାରତୀୟ ଟିମ୍ July 11, 2024 Papirani ଆସନ୍ତା ବର୍ଷ ପାକିସ୍ତାନରେ ଚମ୍ପିଆନ୍ସ ଟ୍ରଫି ଅନୁଷ୍ଠିତ ହେବ ଏବଂ ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଦଳ ପାକିସ୍ତାନ ଯିବା ଉପରେ ସନ୍ଦେହ ରହିଛି । ପାକିସ୍ତାନ ବଦଳରେ ଶ୍ରୀଲଙ୍କା କିମ୍ବା ଦୁବାଇରେ ମ୍ୟାଚ କରାଇବାକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)କୁ ଅନୁରୋଧ…