ଖେଳ ତାଜା ଖବର Women’s Asia Cup 2026: ମହିଳା ଏସିଆ କପ୍ ଫାଇନାଲରେ ଭାରତ September 11, 2026 Papirani ମହିଳା ଏସିଆ କପ୍ କ୍ରିକେଟ୍ ଟୁର୍ନାମେଣ୍ଟରେ ଭାରତୀୟ ମହିଳା ଦଳ ଦମଦାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଛି। ଦୁବାଇରେ ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ସେମିଫାଇନାଲ ଗୁରୁବାର ଖେଳାଯାଇଥିବା ପ୍ରଥମ ସେମିଫାଇନାଲରେ ବାଂଲାଦେଶକୁ ୪୦ ରନ୍ରେ ପରାସ୍ତ କରି ଭାରତୀୟ ଦଳ କ୍ରମାଗତ…